‘ପୁଅ-ବୋହୂଙ୍କ ଯାତନା ଆଉ ସହିପାରୁନି, ହେ ସରକାର ମୋର ସବୁ ସମ୍ପତ୍ତି ତୁମେ ନେଇଯାଅ’

ଯାଜପୁର(ଗୁଲାମ ଗସ୍‌):ପୁଅ ବଡ଼ ହେଲେ ରହିବ। ସେଥିପାଇଁ କଷ୍ଟାର୍ଜିତ ସମ୍ପତ୍ତିରେ ଘର ଖଣ୍ଡେ କରିଥିଲେ। ସେ ଘରେ ପୁଅ ବୋହୂଙ୍କ ସହ ରହି ସରଗ ସୁଖ ପାଇବେ ବୋଲି ଭାବିଥିଲେ। କିନ୍ତୁ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା । ନିର୍ଯାତନାରେ ଅତିଷ୍ଠ ବାପା ଏବେ ଘର ଛାଡ଼ି ଜରାଶ୍ରମରେ ରହିବାକୁ ନିଷ୍ପତ୍ତି ନେଇଛି।  କେବଳ ସେତିକି ନୁହେଁ ନିଜ ସଂପତ୍ତି ଓ ଶରୀରକୁ ବି ସରକାରଙ୍କୁ ଦାନ କରିବାକୁ ଜଣେ ବରିଷ୍ଠ ନାଗରିକ ଜିଲ୍ଲାପାଳଙ୍କୁ  ଇଚ୍ଛାପତ୍ର […]

JAJPUR

JAJPUR

Tapas Behera
  • Published: Thursday, 01 August 2019
  • Updated: 01 August 2019, 06:45 PM IST

Sports

Latest News

ଯାଜପୁର(ଗୁଲାମ ଗସ୍‌):ପୁଅ ବଡ଼ ହେଲେ ରହିବ। ସେଥିପାଇଁ କଷ୍ଟାର୍ଜିତ ସମ୍ପତ୍ତିରେ ଘର ଖଣ୍ଡେ କରିଥିଲେ। ସେ ଘରେ ପୁଅ ବୋହୂଙ୍କ ସହ ରହି ସରଗ ସୁଖ ପାଇବେ ବୋଲି ଭାବିଥିଲେ। କିନ୍ତୁ ସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହିଗଲା । ନିର୍ଯାତନାରେ ଅତିଷ୍ଠ ବାପା ଏବେ ଘର ଛାଡ଼ି ଜରାଶ୍ରମରେ ରହିବାକୁ ନିଷ୍ପତ୍ତି ନେଇଛି।  କେବଳ ସେତିକି ନୁହେଁ ନିଜ ସଂପତ୍ତି ଓ ଶରୀରକୁ ବି ସରକାରଙ୍କୁ ଦାନ କରିବାକୁ ଜଣେ ବରିଷ୍ଠ ନାଗରିକ ଜିଲ୍ଲାପାଳଙ୍କୁ  ଇଚ୍ଛାପତ୍ର ଦେଇଛନ୍ତି। ସେ ହେଉଛନ୍ତି ଯାଜପୁର ଦଶରଥପୁରର ମୁରାରୀପୁର ଗାଁରେ  କ୍ଷେତ୍ରମୋହନ ମିଶ୍ର।

ବୟସର ଅପରାହ୍ଣରେ ଯିଏ ସାହା ହେବ ବୋଲି ଭାବିଥିଲେ, ତାର ନିର୍ଯାତନା ଏବେ ଅସହ୍ୟ ହେଉଛି।  ଦିନେ ପିଲାର କାନ୍ଦ ଦେଖିଲେ ବାପାର ଛାତି ଫାଟି ଯାଉଥିଲା, ଏବେ ସେ ପୁଅ ବାପାକୁ କାନ୍ଦିବା ପାଇଁ ବାଧ୍ୟ କରୁଛି।  ଏମିତି ହୃଦୟ ବିଦାରକ ଯନ୍ତ୍ରଣା ଓ ପୁଅ ବୋହୂଙ୍କ ନିର୍ଯାତନାର ଶିକାର ବାପା ଘର ଛାଡ଼ିବାକୁ ମନସ୍ଥ କରିଛନ୍ତି ।

ନିର୍ଯାତନାରେ ଅତିଷ୍ଠ ହୋଇ ପ୍ରଶାସନର ଶରଣ ପଶିଛନ୍ତି କ୍ଷେତ୍ରମୋହନ। ଜରାଶ୍ରମରେ ସ୍ଥାନ ଟିକିଏ ପାଇଁ ଗୁହାରି କରୁଛନ୍ତି।  ବଦଳରେ ପ୍ରଶାସନକୁ ଟେକି ଦେଇଛନ୍ତି ନିଜ କଷ୍ଟ ଉପାର୍ଜିତ ଜୀବନର ସମସ୍ତ ସଂପତ୍ତି। ଏଥିପାଇଁ ଏକ ଇଚ୍ଛାପତ୍ର ମଧ୍ୟ ସେ ଜିଲ୍ଲାପ୍ରଶାସନକୁ ଦେଇଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି ତାଙ୍କ ଅନ୍ତେ ସମସ୍ତ ସଂପତ୍ତିର ଅଧିକାର ତାଙ୍କ ସନ୍ତାନ ନୁହେଁ ବରଂ ସରକାର ହେବେ । ନିର୍ଯାତନା ଏତେ ଅତିଷ୍ଠ କରିଛି ଯେ ବାପା ନିଜ ପୁଅ ହାତରେ ମୁଖାଗ୍ନି ନେବାକୁ ଚାହୁଁନି।   ମୃତ୍ୟୁ ପରେ ନିଜ ଶରୀର ମଧ୍ୟ ସରକାରଙ୍କୁ ଦାନ କରିବାକୁ ଲେଖିଦେଇଛନ୍ତି ସେ।  ଅନ୍ୟପଟେ ଶ୍ୱଶୁରଙ୍କ ସମସ୍ତ ଅଭିଯୋଗକୁ ବୋହୂ ଆରତୀ ମିଶ୍ର ଖଣ୍ଡନ କରିଛନ୍ତି।

ବୁଢ଼ା ବାପା କ୍ଷେତ୍ରମୋହନଙ୍କ ଗୁହାରି ଶୁଣିଛି ପ୍ରଶାସନ।  ତାଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ଜିଲ୍ଲାପାଳ।  ତେବେ ସେ ନିଜ ଇଛାପତ୍ରରେ ସମସ୍ତ ସଂପତ୍ତି ଓ ମୃତ୍ୟୁ ପରେ ଶରୀର ଦାନ ପାଇଁ ଉଲ୍ଲେଖ କରି ପ୍ରଶାସନକୁ ଦେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପରିଣତ ବୟସରେ କ୍ଷେତ୍ରମୋହନଙ୍କ ଏଭଳି ନିଷ୍ପତ୍ତି ବରିଷ୍ଠ ନାଗରିକଙ୍କ ସାମାଜିକ ସୁରକ୍ଷା ଉପରେ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story