ଶୌଚ ଯାଉଛି କହି ଗଛରେ ଝୁଲି ପଡ଼ିଲା ସପ୍ତମ ଶ୍ରେଣୀ ଛାତ୍ର!

ସୋନପୁର(ରବୀନ୍ଦ୍ର ହୋତା): କାହିଁକି ଗଛରେ ଝୁଲି ପଡ଼ିଲା ସପ୍ତମ ଶ୍ରେଣୀ ଛାତ୍ର ଆନନ୍ଦ ବିଶ୍ୱାଳ? କେଉଁ କାରଣ ପାଇଁ ସେ ଆତ୍ମହତ୍ୟାର ରାସ୍ତା ବାଛି ନେଲା? ନା ତାକୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଛି କି? ଏମିତି ନାନା ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି ଆନନ୍ଦ ବିଶ୍ୱାଳ ମୃତ୍ୟୁ ମାମଲା। ବର୍ତ୍ତମାନ ସୁଦ୍ଧା ପୁଲିସ ଏହା ଉପରୁ ପର୍ଦ୍ଦା ହଟାଇ ପାରିନାହିଁ। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବଢାଲି ଗାଁର ଗୋପାଳଜୀ ବିଶ୍ୱାଳଙ୍କ ବଡ଼ ପୁଅ […]

Student

Student

Manoranjan Sial
  • Published: Friday, 28 October 2022
  • Updated: 28 October 2022, 06:41 PM IST

Sports

Latest News

ସୋନପୁର(ରବୀନ୍ଦ୍ର ହୋତା): କାହିଁକି ଗଛରେ ଝୁଲି ପଡ଼ିଲା ସପ୍ତମ ଶ୍ରେଣୀ ଛାତ୍ର ଆନନ୍ଦ ବିଶ୍ୱାଳ? କେଉଁ କାରଣ ପାଇଁ ସେ ଆତ୍ମହତ୍ୟାର ରାସ୍ତା ବାଛି ନେଲା? ନା ତାକୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଛି କି? ଏମିତି ନାନା ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି ଆନନ୍ଦ ବିଶ୍ୱାଳ ମୃତ୍ୟୁ ମାମଲା। ବର୍ତ୍ତମାନ ସୁଦ୍ଧା ପୁଲିସ ଏହା ଉପରୁ ପର୍ଦ୍ଦା ହଟାଇ ପାରିନାହିଁ।

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ବଢାଲି ଗାଁର ଗୋପାଳଜୀ ବିଶ୍ୱାଳଙ୍କ ବଡ଼ ପୁଅ ହେଉଛନ୍ତି ଆନନ୍ଦ। ସେ ବଢାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲା। ସବୁଦିନ ଭଳି ଆଜି ସକାଳେ ଆନନ୍ଦ ବିଛଣାରୁ ଉଠିଥିଲା। ସେ ବେଶ୍‌ ଖୁସି ଥିଲା। ମୁହଁ ଧୋଇ ଖେଳ ପଡିଆକୁ ଯାଇଥିଲା। ପରେ ଘରକୁ ଫେରି ଟିଫିନ୍‌ କରି ଟ୍ୟୁସନ ଯାଇଥିଲା।

ଟ୍ୟୁସନ୍‌ରେ ପଢ଼ୁଥିବା ବେଳେ ତାକୁ ଶୌଚ ଲାଗିଥିଲା। ତେଣୁ ସେ ଘରକୁ ପଳାଇ ଆସିଥିଲା। ମାଆଙ୍କ ଚାରି ପାଖରେ ଘୂରି ବୁଲୁ ଥିଲା। ଗାଁ ପଡ଼ିଆକୁ ଶୌଚ ଯିବା ପାଇଁ ମାଆଙ୍କୁ ସାଇକେଲ୍‌ ମାଗିଥିଲା। ପଡ଼ୋଶୀଙ୍କଠାରୁ ସାଇକେଲ୍‌ ମାଗି ଆଣି ପୁଅକୁ ଦେଇଥିଲେ ମାଆ। ଏହା ପରେ ଆନନ୍ଦ ସାଇକେଲ ଚଢ଼ି ଶୌଚ ପାଇଁ ଘର ପାଖ ପଡିଆକୁ ଯାଇଥିଲା। ପୁଅ ଗଲା ପରେ ମାଆ ଘର କାମରେ ଲାଗି ପଡ଼ିଲେ। ପୁଅ କଥା ପୂରା ଭୁଲି ଯାଇଥିଲେ।

ସ୍କୁଲ ବେଳ ହେଲା। ହେଲେ ଆନନ୍ଦ ଘରକୁ ଫେରିଲା ନାହିଁ। ମନେ ମନେ ପୁଅକୁ ଖୋଜିଲେ ମାଆ। ଆଉ ଡାକିଲେ। ହେଲେ ଶୁଣିଲା ନାହିଁ ଆନନ୍ଦ। କିଛି ସମୟ ପରେ ଜଣେ କିଏ ଆସି କହିଲା, ଗାଁ ମୁଣ୍ଡ ଖେଳ ପଡ଼ିଆ ନିକଟସ୍ଥ ଶାଗୁଆନ୍‌ ଗଛରେ ଝୁଲିଛି ଆନନ୍ଦ। କଥାକୁ ବିଶ୍ୱାସ କରିପାରିଲେ ନାହିଁ। ଧାଇଁ ଗଲେ ଗଛ ମୂଳକୁ। ଦୂରରୁ ଗାଁ ଲୋକଙ୍କ ଭିଡକୁ ଦେଖି ଛାତି ଭିତର କୋହକୁ ସମ୍ଭାଳି ପାରିଲେ ନାହିଁ। ଗାଁ ଲୋକଙ୍କ ଗହଳୀ ଭିତରେ ଗଛରେ ପୁଅ ଝୁଲୁଥିବା ଦେଖି ବୁକୁ ଫଟାଇ କାନ୍ଦି ପାକାଇ ଥିଲେ। ଧନରେ ଇଏ କି କଲୁ?

ଗାଁ ଲୋକଙ୍କଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ପୁଲିସ୍‌। ଗଛରୁ ମୃତଦେହ ଓହ୍ଲାଇ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲା। ହେଲେ କେଉଁ କାରଣ ପାଇଁ ଆତ୍ମହତ୍ୟା କଲା ଆନନ୍ଦ? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଆନନ୍ଦଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ଖାଁ ଖାଁ ସ୍କୁଲ ପରିବେଶ। କାହାରି ମନରେ ଖୁସି ନାହିଁ। ଯେଉଁ ସାଙ୍ଗଙ୍କ ଗହଣରେ ପାଠ ପଢୁଥିଲା,ଖେଳୁଥିଲା, ବୁଲୁଥିଲା ସେମାନେ ଆଜି ତାକୁ ଝୁରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story