ବେଆଇନ ଗୋରୁ ଚାଲାଣ ଅଭିଯୋଗରେ ୩ ଟ୍ରକ୍‌ ଜବତ, ୮ ଗିରଫ

ବୌଦ୍ଧ: ବୌଦ୍ଧ ବ୍ରିଜ୍ ଛକରୁ ଗୋରୁ ବୋଝେଇ ୩ଟି ଟ୍ରକ୍‌କୁ ପୋଲିସ ଜବତ କରିଛି। ଏହି ଘଟଣାରେ ୮ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ବେଆଇନ ଗୋରୁ ଚାଲାଣ କରିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି। ୩ଟି ଟ୍ରକରେ ପ୍ରାୟ ୨ ଶହ ଗୋରୁ ଚାଲାଣ ହେଉଥିବା ପୋଲିସ ସୂଚନା ପାଇଥିଲା।

arrest boudh

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 12:50 PM IST

Related story