ରାଜ୍ୟରେ କରୋନା ନେଲା ୮ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଭୟଙ୍କର ହୋଇ ନିଜ କୋପ ଦେଖାଇ ଚାଲିଛି ମହାମାରୀ।  ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ଆଗକୁ  ଆଗ ମାଡ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ରାଜ୍ୟରେ କରୋନାରେ ୮ ଜଣଙ୍କ ମୃତ୍ୟୁ  ହୋଇଥିବା   ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ୮ ମୃତକଙ୍କ ମଧ୍ୟରେ   ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୨  ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଖୋର୍ଦ୍ଧା, […]

corona patient

corona patient

Niharika Rout
  • Published: Friday, 23 April 2021
  • Updated: 23 April 2021, 12:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଭୟଙ୍କର ହୋଇ ନିଜ କୋପ ଦେଖାଇ ଚାଲିଛି ମହାମାରୀ।  ରାଜ୍ୟରେ ପଜିଟିଭ୍‌ ସଂଖ୍ୟା ଆଗକୁ  ଆଗ ମାଡ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଆଜି ରାଜ୍ୟରେ କରୋନାରେ ୮ ଜଣଙ୍କ ମୃତ୍ୟୁ  ହୋଇଥିବା   ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।

୮ ମୃତକଙ୍କ ମଧ୍ୟରେ   ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରୁ ୨  ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଖୋର୍ଦ୍ଧା, ବାଲେଶ୍ୱର, ବରଗଡ଼ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୭୩ରେ ପହଞ୍ଚିଲା।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଲମ୍ବ ଡିଆଁ ମାରିଥିବା ବେଳେ ଗତ ୨ ଦିନ ହେଲା ପଜିଟିଭ ସଂଖ୍ୟା ୬ ହଜାର ଉପରେ ରହୁଛି। ଗତକାଲି ରାଜ୍ୟରେ ୬୧୬୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ତାହା ୬୨୧୫ରେ ପହଞ୍ଚିଛି। ସେହିପରି ଗତ ୨ ଦିନ ହେଲା ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗତକାଲି ଖୋର୍ଦ୍ଧା ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ୧୧୦୦ ପାର୍‌ କରିଦେଇଥିବା ବେଳେ ଆଜି ଏହି ସଂଖ୍ୟା ୯୫୦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story