୮ ଦଫା ଦାବି ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଜି. ଉଦୟଗିରି ଓ କଳିଙ୍ଗା ବନ୍ଦ
ଜି.ଉଦୟଗିରି: ୮ ଦଫା ଦାବି ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଜି. ଉଦୟଗିରି ଓ କଳିଙ୍ଗା ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଜି. ଉଦୟଗିରିକୁ ଉପଖଣ୍ଡର ମାନ୍ୟତା, ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଖାଲି ଥିବା ପଦବୀ ପୂରଣ, ପାନୀୟ ଜଳ ସମସ୍ୟାର ସମାଧାନ, ଜି. ଉଦୟଗିରି ଓ ଛତ୍ରପୁର ମଧ୍ୟରେ ସରକାରୀ ଗାଡ଼ି ଚଳାଚଳ ଓ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ସଂଘ ଏହି ବନ୍ଦ […]
ଜି.ଉଦୟଗିରି: ୮ ଦଫା ଦାବି ନେଇ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ଜି. ଉଦୟଗିରି ଓ କଳିଙ୍ଗା ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି। ଜି. ଉଦୟଗିରିକୁ ଉପଖଣ୍ଡର ମାନ୍ୟତା, ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଖାଲି ଥିବା ପଦବୀ ପୂରଣ, ପାନୀୟ ଜଳ ସମସ୍ୟାର ସମାଧାନ, ଜି. ଉଦୟଗିରି ଓ ଛତ୍ରପୁର ମଧ୍ୟରେ ସରକାରୀ ଗାଡ଼ି ଚଳାଚଳ ଓ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ସଂଘ ଏହି ବନ୍ଦ ଡାକରା ଦେଇଛି।