‘ରାଜ୍ୟରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଲକ୍ଷଣ ବିହୀନ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ଆରମ୍ଭରୁ ରାଜ୍ୟରେ ଉପରମୁହାଁ ହୋଇଥିବା କରୋନା ଗ୍ରାଫ୍‌ ରାଜ୍ୟବାସୀଙ୍କୁ କଲବଲ କରି ଦେଲାଣି। କରୋନାର ଭୟାବହତା ଦେଖି ସମସ୍ତେ ଭୟଭୀତ ଥିବା ବେଳେ ଏବେ ଏହାକୁ ନେଇ ମିଳିଛି ଆଶ୍ୱସ୍ତିକର ଖବର। ଚଳିତ ମାସ  ଶେଷ ଆଡ଼କୁ କରୋନା ସଂକ୍ରମଣ କମିପାରେ। ଏନେଇ ଆଶାବ୍ୟକ୍ତ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଲୋକଙ୍କୁ କୋଭିଡ୍ ଗାଇଡ଼ଲାଇନ୍‌ ମାନିବାକୁ ପଡିବ । ନ ହେଲେ ପଜିଟିଭ ସଂଖ୍ୟା ବଢିବ […]

corona-4

corona-4

Niharika Rout
  • Published: Thursday, 10 September 2020
  • Updated: 10 September 2020, 02:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ଆରମ୍ଭରୁ ରାଜ୍ୟରେ ଉପରମୁହାଁ ହୋଇଥିବା କରୋନା ଗ୍ରାଫ୍‌ ରାଜ୍ୟବାସୀଙ୍କୁ କଲବଲ କରି ଦେଲାଣି। କରୋନାର ଭୟାବହତା ଦେଖି ସମସ୍ତେ ଭୟଭୀତ ଥିବା ବେଳେ ଏବେ ଏହାକୁ ନେଇ ମିଳିଛି ଆଶ୍ୱସ୍ତିକର ଖବର। ଚଳିତ ମାସ  ଶେଷ ଆଡ଼କୁ କରୋନା ସଂକ୍ରମଣ କମିପାରେ। ଏନେଇ ଆଶାବ୍ୟକ୍ତ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଲୋକଙ୍କୁ କୋଭିଡ୍ ଗାଇଡ଼ଲାଇନ୍‌ ମାନିବାକୁ ପଡିବ । ନ ହେଲେ ପଜିଟିଭ ସଂଖ୍ୟା ବଢିବ । ରାଜ୍ୟରେ ୮୦ ପ୍ରତିଶତ ଆକ୍ରାନ୍ତ ଲକ୍ଷଣ ବିହୀନ ଅଛନ୍ତି । ତେଣୁ ହୋମ ଆଇସୋଲେସନକୁ ପ୍ରାଧାନ୍ୟ ଦିଆଯାଉଛି। ଲୋକେ କଲସେଣ୍ଟର ମାଧ୍ୟମରେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ହୋମ ଆଇସସୋଲେସନ ଥିବା ବେଳେ ଯଦି କାହାର ସ୍ୱାସ୍ଥ୍ୟ ଗୁରୁତର ହୁଏ ତାଙ୍କୁ ହସ୍ପିଟାଲ ନେବା ବ୍ୟବସ୍ଥା କରାଯାଉଛି ।

ଭୁବନେଶ୍ୱର ଓ କଟକରେ ପଜିଟିଭ ସଂଖ୍ୟା ଅଧିକ ଥିବାରୁ ହୋମ୍‌ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଉଛି । ଅଧିକ ଆଇସିୟୁ, ବେଡ଼, ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଉଥିବା ନିରଞ୍ଜନ  କହିଛନ୍ତି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story