କାର୍‌ରୁ ଜବତ ହେଲା ୮୦ କେଜି ଚନ୍ଦନ କାଠ

ମୋହନା(ମିହିର ଜତି): କାରରୁ ଜବତ ହେଲା  ୮୦ କେଜି ଚନ୍ଦନ କାଠ। ଚନ୍ଦନ କାଠ ଚୋରା ଚାଲାଣରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁ  ଗିରଫ କରିଛି ପୋଲିସ । ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଓ ଲୁହାଗୁଡି ରାସ୍ତାରେ ପୋଲିସ ଚଢ଼ାଉ କରି ଏକ କାରରୁ ୮୦ କେଜି ଚନ୍ଦନ କାଠ ସହ ୩୯ ହଜାର ଟଙ୍କା ଜବତ କରିଛି । ଆର.ଉଦୟଗିରି ଅଞ୍ଚଳରୁ ଚନ୍ଦନ କାଠ ବ୍ରହ୍ମପୁର ଚାଲାଣ  ହେଉଥିବା ବେଳେ ଖବର ପାଇ […]

stick

stick

Niharika Rout
  • Published: Sunday, 13 September 2020
  • Updated: 13 September 2020, 02:18 PM IST

ମୋହନା(ମିହିର ଜତି): କାରରୁ ଜବତ ହେଲା  ୮୦ କେଜି ଚନ୍ଦନ କାଠ। ଚନ୍ଦନ କାଠ ଚୋରା ଚାଲାଣରେ ସଂପୃକ୍ତି ଅଭିଯୋଗରେ ୩ ଜଣଙ୍କୁ  ଗିରଫ କରିଛି ପୋଲିସ ।

ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଓ ଲୁହାଗୁଡି ରାସ୍ତାରେ ପୋଲିସ ଚଢ଼ାଉ କରି ଏକ କାରରୁ ୮୦ କେଜି ଚନ୍ଦନ କାଠ ସହ ୩୯ ହଜାର ଟଙ୍କା ଜବତ କରିଛି । ଆର.ଉଦୟଗିରି ଅଞ୍ଚଳରୁ ଚନ୍ଦନ କାଠ ବ୍ରହ୍ମପୁର ଚାଲାଣ  ହେଉଥିବା ବେଳେ ଖବର ପାଇ ପୁଲିସ୍‌  ଚଢ଼ାଉ କରି କାର୍‌କୁ ଜବତ କରିଛି।  ଜବତ କାଠର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୦ ହଜାର ଟଙ୍କା ହେବ ।  ପୋଲିସ ଜବତ କାଠ ସହ ଅଭିଯୁକ୍ତମାନଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story