ମାହାଙ୍ଗା ଡବଲ୍‌ ମର୍ଡର ମାମଲା; ୮ ନମ୍ୱର ଅଭିଯୁକ୍ତ କହିଲା, ମୁଁ ମାରିନି

ସାଲେପୁର (ମନୋଜ ଆଚାର୍ଯ୍ୟ): “ମୋତେ ଫସାଇ ଦିଆଯାଇଛି। ରମାକାନ୍ତ ବରାଳ ଓ ତାଙ୍କ ପରିବାର ମୋତେ ଫସାଇ ଦେଇଛନ୍ତି। ହତ୍ୟାକାଣ୍ଡରେ ମୋର ସମ୍ପୃକ୍ତି ନାହିଁ। ରାଜନୈତିକ କାରଣରୁ ମୋତେ ଫସା ଯାଇଛି। ୧୯୯୭ ମସିହାରୁ ତାଙ୍କ ପରିବାର ସହିତ ଲାଗିଥିଲା ରାଜନୈତିକ ଶତ୍ରୁତା।” ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ଆସିଥିବା ବେଳେ କୁଳମଣି ବରାଳ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଭିକାରୀ ସ୍ୱାଇଁ ଆଜି ଏହି ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ଭିକାରୀକୁ ପୁଲିସ ଗିରଫ କରିଥିଲା। ପ୍ରଧାନମନ୍ତ୍ରୀ ଆବାସ […]

8th-murder

8th-murder

Manoranjan Sial
  • Published: Tuesday, 12 January 2021
  • Updated: 12 January 2021, 04:37 PM IST

Sports

Latest News

ସାଲେପୁର (ମନୋଜ ଆଚାର୍ଯ୍ୟ): “ମୋତେ ଫସାଇ ଦିଆଯାଇଛି। ରମାକାନ୍ତ ବରାଳ ଓ ତାଙ୍କ ପରିବାର ମୋତେ ଫସାଇ ଦେଇଛନ୍ତି। ହତ୍ୟାକାଣ୍ଡରେ ମୋର ସମ୍ପୃକ୍ତି ନାହିଁ। ରାଜନୈତିକ କାରଣରୁ ମୋତେ ଫସା ଯାଇଛି। ୧୯୯୭ ମସିହାରୁ ତାଙ୍କ ପରିବାର ସହିତ ଲାଗିଥିଲା ରାଜନୈତିକ ଶତ୍ରୁତା।” ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ଆସିଥିବା ବେଳେ କୁଳମଣି ବରାଳ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଭିକାରୀ ସ୍ୱାଇଁ ଆଜି ଏହି ପ୍ରତିକ୍ରିୟା ଦେଇଛନ୍ତି। ଗତକାଲି ଭିକାରୀକୁ ପୁଲିସ ଗିରଫ କରିଥିଲା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତିର ପେଡି ଖୋଲିଥିବାରୁ ତାଙ୍କ ବାପାଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ହତ୍ୟା କରାଯାଇଥିବା କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଅଭିଯୋଗ କରିଥିଲେ। ଏମିତିକି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରୀ ସ୍ୱାଇଁଙ୍କ ସମୟରେ ସେ ପିଏମ୍‌ ଆବାସ କେଳେଙ୍କାରୀ ଦୁର୍ନୀତି ପେଡି ଖୋଲିଥିଲେ ବୋଲି ପୂର୍ବରୁ ରମାକାନ୍ତ ବରାଳ କହିଥିଲେ।

ସୂଚନାରୁ ପ୍ରକାଶ, ଗତ ୨ ତାରିଖରେ କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ହତ୍ୟା କରାଯାଇଥିଲା। ଘଟଣା ସ୍ଥଳରେ କୁଳମଣିଙ୍କର ମୃତ୍ୟୁ ଘଟିଥିବା ବେଳେ ବଡ଼ ମେଡିକାଲ୍‌ରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ମାହାଙ୍ଗାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କୁଳମଣିଙ୍କ ପୁଅ ରମାକାନ୍ତ ୧୩ ଜଣଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେଥିରେ ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ରହିଛି। ମାମଲାର ତଦନ୍ତ କରିବା ପାଇଁ କଟକ ସଦର ଏସ୍‌ପି ବି.ଯୁଗଳ କିଶୋର ୫ଟି ଟିମ୍‌ ଗଠନ କରିଥିଲେ। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story