ବ୍ୟାଙ୍କ ଲୁଟ ଘଟଣାରେ ଧରାପଡ଼ିଲେ ୯ ଡକାୟତ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦଫାଶ ହୋଇଛି। ଧରାପଡ଼ିଛନ୍ତି ୯ ଡକାୟତ। କୁଚିଣ୍ଡା ପୁଲିସ ୯ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା, ୫ଟି ବାଇକ ଓ ଗୋଟିଏ କାର୍ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦ କିସାନ (୨୪), ଦିଲ୍ଲୀପ ବାଗ (୨୨), ବିଶ୍ୱ ଓରଫ ବିଶ୍ୱନାଥ କିସାନ (୩୫), ଅମରେଶ କିସାନ (୨୫), ସୁମନ୍ତ କିସାନ (୨୬), କାଳୁ ଓରଫ […]

thana1

thana1

Jitendra Garnayak
  • Published: Thursday, 19 November 2020
  • Updated: 19 November 2020, 01:52 PM IST

Sports

Latest News

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦଫାଶ ହୋଇଛି। ଧରାପଡ଼ିଛନ୍ତି ୯ ଡକାୟତ। କୁଚିଣ୍ଡା ପୁଲିସ ୯ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦ ଲକ୍ଷ ଟଙ୍କା, ୫ଟି ବାଇକ ଓ ଗୋଟିଏ କାର୍ ଜବତ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ଗୋବିନ୍ଦ କିସାନ (୨୪), ଦିଲ୍ଲୀପ ବାଗ (୨୨), ବିଶ୍ୱ ଓରଫ ବିଶ୍ୱନାଥ କିସାନ (୩୫), ଅମରେଶ କିସାନ (୨୫), ସୁମନ୍ତ କିସାନ (୨୬), କାଳୁ ଓରଫ ଚିତ୍ରସେନ ଲାକ୍ରା (୨୨), ଖଣ୍ଡି ଓରଫ ରୋହିତ ନାଏକ (୩୪) ଓ ମୁତୁରା ଓରଫ ଉମେଶ ସାହୁ (୩୨)। ଏମାନଙ୍କ ସହିତ ସୁନ୍ଦରଗଡ଼ର ଜଣେ ନାବାଳକ ମଧ୍ୟ ଅଛନ୍ତି।

ଗୋବିନ୍ଦ, ଦିଲ୍ଲୀପ, ବିଶ୍ୱ ଓ ଅମରେଶର ଘର ଦେବଗଡ଼ ଜିଲ୍ଲାରେ ହୋଇଥିବା ବେଳେ ସୁମନ୍ତ ଓ କାଳୁର ଘର ସୁନ୍ଦରଗଡ଼ ଜିଲ୍ଲାରେ। ସେହିପରି ଖଣ୍ଡି ଢେଙ୍କାନାଳର ଓ ଉମେଶ କେନ୍ଦ୍ରାପଡ଼ା ଜିଲ୍ଲାର।

ସୂଚନାଯୋଗ୍ୟ ଯେ, ଗତ ୯ ତାରିଖରେ ଲଇକେରା ୟନିୟନ ବ୍ୟାଙ୍କରୁ ଟଙ୍କା ନେଇଯାଉଥିବା ଏକ ବୋଲେରୋକୁ କିଛି ଦୁର୍ବୃତ୍ତ ରାସ୍ତାରେ ଅଟକାଇଥିଲେ। ଏହାପରେ ମାରଣାସ୍ତ୍ର ଦେଖାଇ ନଗଦ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଥିଲେ। ଏହି ଲୁଟ୍ ଘଟଣାରେ ପ୍ରାୟ ୧୧ ଜଣଙ୍କ ସମ୍ପୃକ୍ତି ଥିବା ବେଳେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଏବେବି ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story