୯ଟି ସହରର ତାପମାତ୍ର ୪୦ ଟପିଲା; ବଲାଙ୍ଗିର ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା। ୯ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ରହିଥିଲା। ଅନୁଗୋଳ ଓ ତାଳଚେରରେ ତାପାମାତ୍ରା ୪୨.୧ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୪୧.୫, ମାଲକାନଗିରିରେ ୪୧.୨, ଭବାନୀପାଟଣାରେ ୪୧, ଝାରସୁଗୁଡ଼ାରେ ୪୦.୬, ସମ୍ବଲପୁରରେ ୪୦.୨ ଓ ସୋନପୁରରେ ୪୦ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୯.୭ ଓ […]

heat

heat

Jitendra Garnayak
  • Published: Friday, 12 April 2019
  • Updated: 12 April 2019, 10:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଅଧିକାଂଶ ଅଞ୍ଚଳରେ ଆଜି ପ୍ରଚଣ୍ଡ ତାତି ଅନୁଭୂତ ହୋଇଥିଲା। ୯ଟି ସହରର ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିରରେ ତାପମାତ୍ରା ସର୍ବାଧିକ ୪୨.୨ ଡିଗ୍ରୀ ରହିଥିଲା।

ଅନୁଗୋଳ ଓ ତାଳଚେରରେ ତାପାମାତ୍ରା ୪୨.୧ ଡିଗ୍ରୀ ରହିଥିବା ବେଳେ ଟିଟିଲାଗଡ଼ରେ ୪୧.୫, ମାଲକାନଗିରିରେ ୪୧.୨, ଭବାନୀପାଟଣାରେ ୪୧, ଝାରସୁଗୁଡ଼ାରେ ୪୦.୬, ସମ୍ବଲପୁରରେ ୪୦.୨ ଓ ସୋନପୁରରେ ୪୦ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ଭୁବନେଶ୍ୱର ଓ କଟକରେ ତାପମାତ୍ରା ଯଥାକ୍ରମେ ୩୯.୭ ଓ ୩୮.୫ ଡିଗ୍ରୀ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story