‘ଅଗଷ୍ଟ ୧୫ରୁ ଏସ୍‌ସିବିରେ କାର୍ଯ୍ୟକ୍ଷମ ହେବ ଇକ୍‌ମୋ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବଡ଼ମେଡିକାଲ୍‌ରେ ଲାଗିବ ୯ ଇକ୍‌ମୋ ମେସିନ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ୯ଟି ଇକ୍‌ମୋ ମେସିନ୍‌ ଆସିବ। ସବୁ ଏସ୍‌ସିବି ମେଡିକାଲ୍‌ରେ ଲାଗିବ। ଆସିବାକୁ ଥିବା ୯ଟି ଇକ୍‌ମୋ ମେସିନ୍‌ ଭିତରୁ ୬ଟିକୁ ରାଜ୍ୟ ସରକାରଙ୍କ ପାଣ୍ଠି ଆସିବ। ବାକି ୩ଟି ମେସିନ୍‌ ସିଏସ୍‌ଆର୍‌ ପାଣ୍ଠିରୁ କିଣାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ସେ ଆହୁରି କହିଛନ୍ତି, ଇକ୍‌ମୋ ପରିଚାଳନା […]

ECMO machines

ECMO machines

Manoranjan Sial
  • Published: Wednesday, 07 July 2021
  • Updated: 07 July 2021, 05:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ବଡ଼ମେଡିକାଲ୍‌ରେ ଲାଗିବ ୯ ଇକ୍‌ମୋ ମେସିନ। ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାକୁ ୯ଟି ଇକ୍‌ମୋ ମେସିନ୍‌ ଆସିବ। ସବୁ ଏସ୍‌ସିବି ମେଡିକାଲ୍‌ରେ ଲାଗିବ। ଆସିବାକୁ ଥିବା ୯ଟି ଇକ୍‌ମୋ ମେସିନ୍‌ ଭିତରୁ ୬ଟିକୁ ରାଜ୍ୟ ସରକାରଙ୍କ ପାଣ୍ଠି ଆସିବ। ବାକି ୩ଟି ମେସିନ୍‌ ସିଏସ୍‌ଆର୍‌ ପାଣ୍ଠିରୁ କିଣାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ଇକ୍‌ମୋ ପରିଚାଳନା ପାଇଁ ଆବଶ୍ୟକ ବିଶେଷଜ୍ଞ ଚୟନ ସରିଛି। ସେମାନଙ୍କୁ ଟ୍ରେନିଂ ଦେବାକୁ କୋଲକାତା ପଠାଯିବ। ଜୁଲାଇ ୩୧ ସୁଦ୍ଧା ଟ୍ରେନିଂ ସରିବ। ଅଗଷ୍ଟ ୧୫ ତାରିଖରୁ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

କରୋନା ମୃତ୍ୟୁକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ ସ୍ୱାସ୍ଥ୍ୟ ACS

ସେପଟେ କରୋନା ମୃତ୍ୟୁକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ ସ୍ୱାସ୍ଥ୍ୟ ACS ପ୍ରଦୀପ୍ତ ମହାପାତ୍ର। ସେ କହିଛନ୍ତି, ଏବେ ଯେଉଁ ମୃତ୍ୟୁ ସଂଖ୍ୟା ଆସୁଛି, ତାହା ବର୍ତ୍ତମାନର ନୁହେଁ। ଆଜି ଆସୁଥିବା ମୃତ୍ୟୁସଂଖ୍ୟା ଗତକାଲିର ଘଟଣା ନୁହେଁ। କୋଭିଡ୍‌ ମୃତ୍ୟୁ ୩ ଥାକିଆ ଅଡିଟ୍‌ କମିଟି ଦ୍ୱାରା ସ୍ଥିର ହୋଇଥାଏ। ସଂପୃକ୍ତ ମେଡିକାଲ, ଜିଲ୍ଲା ଓ ରାଜ୍ୟ କମିଟି ଅଡିଟ କରିଥାଏ। ମେ ଓ ଜୁନ୍‌ରେ ପ୍ରବଳ କେସ ଥିବାରୁ ଡାକ୍ତର ସମୟ ପାଇନଥିଲେ। ମେ ଓ ଜୁନ୍‌ରେ ଘଟିଥିବା ମୃତ୍ୟୁକୁ ସମୀକ୍ଷା କରାଯାଇ ଏବେ ସଂଖ୍ୟା ଆସୁଛି ବୋଲି ଏସିଏସ୍‌ ଶ୍ରୀ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story