ଓଲଟି ପଡ଼ିଲା ବସ୍‌; ୯ ଆହତ

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ୫୫ ନମ୍ବର ଜାତୀୟ ରାଜପଥରେ ରେଢ଼ାଖୋଲଠାରୁ ପ୍ରାୟ ୧୨ କିଲୋମିଟର ଦୂର ଲୁହାପଙ୍କ ନିକଟରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ଭୁବନେଶ୍ୱରରୁ ଇବ୍‌ଥର୍ମାଲ୍ ଯାଉଥିଲା।

buscopy

Rakesh Mallick
  • Published: Monday, 09 July 2018
  • , Updated: 09 July 2018, 11:02 AM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ୫୫ ନମ୍ବର ଜାତୀୟ ରାଜପଥରେ ରେଢ଼ାଖୋଲଠାରୁ ପ୍ରାୟ ୧୨ କିଲୋମିଟର ଦୂର ଲୁହାପଙ୍କ ନିକଟରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିବା ଯୋଗୁ ୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବସ୍‌ଟି ଭୁବନେଶ୍ୱରରୁ ଇବ୍‌ଥର୍ମାଲ୍ ଯାଉଥିଲା।

Related story