୯୨ ମିଲର ଧାନ ନେଇ ଚାଉଳ ଦେଇନାହାନ୍ତି, ମନ୍ତ୍ରୀ ରଖିଲେ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର। ରାଜ୍ୟର ୧୯ ଜିଲ୍ଲାରେ ୯୨ ମିଲର ଧାନ ନେଇ ଚାଉଳ ଦେଇନାହାନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ମିଲର ସରକାରଙ୍କୁ ଏଭଳି ଢଙ୍ଗରେ ଚୂନ ଲଗାଇଛନ୍ତି ମିଲର। କହିବାକୁ ଗଲେ ୧୪୨ କୋଟି ୫୧ ଲକ୍ଷ ୪୧ ହଜାର ଟଙ୍କା ମିଲର ଖାଇ ଯାଇଛନ୍ତି। କଳାହାଣ୍ଡି ପରେ ସର୍ବାଧିକ ୧୯ଜଣ ମିଲର ୨୬ କୋଟି […]

ranandra-pratap-swai

ranandra-pratap-swai

Manoranjan Sial
  • Published: Wednesday, 26 February 2020
  • Updated: 26 February 2020, 04:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନ ନେଇ ଚାଉଳ ଦେଇନାହାନ୍ତି ମିଲର। ରାଜ୍ୟର ୧୯ ଜିଲ୍ଲାରେ ୯୨ ମିଲର ଧାନ ନେଇ ଚାଉଳ ଦେଇନାହାନ୍ତି। ଆଜି ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।

୨୦୦୯-୧୦ରୁ ୨୦୧୬-୧୭ ମଧ୍ୟରେ ମିଲର ସରକାରଙ୍କୁ ଏଭଳି ଢଙ୍ଗରେ ଚୂନ ଲଗାଇଛନ୍ତି ମିଲର। କହିବାକୁ ଗଲେ ୧୪୨ କୋଟି ୫୧ ଲକ୍ଷ ୪୧ ହଜାର ଟଙ୍କା ମିଲର ଖାଇ ଯାଇଛନ୍ତି। କଳାହାଣ୍ଡି ପରେ ସର୍ବାଧିକ ୧୯ଜଣ ମିଲର ୨୬ କୋଟି ଟଙ୍କା ଠକିଥିବା ବେଳେ ନୂଆପଡ଼ାରେ ୬ ଜଣ ମିଲର ଠକିଛନ୍ତି ୧୭ କୋଟି ଟଙ୍କା। ୧୪୨ କୋଟିର ଧାନ ନେଇ ୧୯ ଜିଲ୍ଲାର ୯୨ ମିଲର ସରକାରଙ୍କୁ ଚାଉଳ ଦେଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story