କଟକରେ ଆଜି ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି  ୯୩ ମଧ୍ୟରୁ କ୍ୱାରେଣ୍ଟିନରୁ ୪୭, ଲୋକାଲ କଣ୍ଟା କେସ୍- ୪୬ ରହିଛି।  ସେହିପରି ସରକାରୀ କ୍ୱାରେଣ୍ଟିନରୁ ୧୪ ପୁରୁଷ, ୧୬ ଜଣ ମହିଳା ଆକ୍ରାନ୍ତ ଚିହ୍ନଟ ହୋଛନ୍ତି। ସିଡିଏ ସେକ୍ଟର-୬ରୁ ୯, ବିଡାନାସୀ- ୫, ସେକ୍ଟର-୭ରୁ ୩  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତୁଳସୀପୁର-୩,  ଚାଉଳିଆଗଞ୍ଜ, ଗଣ୍ଡରପୁରରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ସିଏମସିରେ […]

corona-2.13-1

Tapas Behera
  • Published: Monday, 05 October 2020
  • , Updated: 05 October 2020, 07:48 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ ଅଞ୍ଚଳରୁ ଆଜି ୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି  ୯୩ ମଧ୍ୟରୁ କ୍ୱାରେଣ୍ଟିନରୁ ୪୭, ଲୋକାଲ କଣ୍ଟା କେସ୍- ୪୬ ରହିଛି।  ସେହିପରି ସରକାରୀ କ୍ୱାରେଣ୍ଟିନରୁ ୧୪ ପୁରୁଷ, ୧୬ ଜଣ ମହିଳା ଆକ୍ରାନ୍ତ ଚିହ୍ନଟ ହୋଛନ୍ତି।

ସିଡିଏ ସେକ୍ଟର-୬ରୁ ୯, ବିଡାନାସୀ- ୫, ସେକ୍ଟର-୭ରୁ ୩  ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତୁଳସୀପୁର-୩,  ଚାଉଳିଆଗଞ୍ଜ, ଗଣ୍ଡରପୁରରୁ ୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ସିଏମସିରେ ମୋଟ ୧୨, ୮୧୭ ଆକ୍ରାନ୍ତ ହୋଇଥିବା ବେଳେ ୧,୮୬୯ଟି ଆକ୍ଟିଭ କେଶ ରହିଛି। ସେହିପରି ୧୦, ୮୯୪ ସୁସ୍ଥ ହୋଇଛନ୍ତି।

Related story