ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା!

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁଷି ହତ୍ୟା କରାଯାଇଛି। ନୟାଗଡ ଜିଲ୍ଲା ରଣପୁର ଥାନା  ମହତପଲ୍ଲା ଗାଁରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମହତପଲ୍ଲା ଗାଁର ଜୟନ୍ତୀ ବେହେରା(୧୪)। ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ୮ ବର୍ଷ ତଳେ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁ ପରେ ମା ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି। ସେଥିରୁ ଯାହା […]

murder

murder

Manoranjan Sial
  • Published: Sunday, 27 September 2020
  • Updated: 27 September 2020, 03:34 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁଷି ହତ୍ୟା କରାଯାଇଛି। ନୟାଗଡ ଜିଲ୍ଲା ରଣପୁର ଥାନା  ମହତପଲ୍ଲା ଗାଁରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମହତପଲ୍ଲା ଗାଁର ଜୟନ୍ତୀ ବେହେରା(୧୪)। ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ୮ ବର୍ଷ ତଳେ ବାପାଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁ ପରେ ମା ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି। ସେଥିରୁ ଯାହା ଉପାର୍ଜନ କରନ୍ତି ସେଥିରେ ଜୟନ୍ତ ଓ ତାଙ୍କ ମାଆ ଚଳନ୍ତି। ଗତକାଲି ବିଳମ୍ବିତ ରାତିରେ ଜୟନ୍ତୀଙ୍କୁ ବୀଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଛି। ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ମଧ୍ୟ ସମ୍ପର୍କୀୟ ଭାଇ ଟଙ୍କା ଲୋଭରେ ହତ୍ୟା କରିଥିବା ଅଭିଯୋଗ ହେଉଛି।

ଅଭିଯୋଗରୁ ପ୍ରକାଶ, ୮ ବର୍ଷ ତଳେ ଜୟନ୍ତୀଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ସେଥିପାଇଁ ତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ମିଳିଥିଲା। ତେବେ ଏହି ଅର୍ଥ ଲୋଭରେ ଜୟନ୍ତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରୁଥିବା ରଣପୁର ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପଣ୍ଡା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story