୯ ବର୍ଷରେ ପାଦ ଥାପିଲା କମିଶନରେଟ ପୋଲିସ

ଭୁବନେଶ୍ୱର: ନୂଆ ବର୍ଷରେ ୯ବର୍ଷରେ ପାଦ ଦେଇଛି କମିଶନରେଟ୍ ପୋଲିସ୍। ୨୦୦୮ ଜାନୁୟାରୀ ୧ ତାରିଖରେ ଆରମ୍ଭ ହୋଇଥିଲା କଟକ-ଭୁବନେଶ୍ୱର ଟ୍ୱିନସିଟି ପୋଲିସ କମିଶନରେଟ୍। ଏହା ମଧ୍ୟରେ ଅନେକ ଉତଥାନ ପତନ ହୋଇଛି। ପୋଲିସ କମିଶନର ଆର.ପି. ଶର୍ମା କହିଛନ୍ତି, ଚଳିତବର୍ଷ ମହିଳା, ବରିଷ୍ଠ ନାଗରିକଙ୍କ ସୁରକ୍ଷା ଉପରେ ଅଧିକ ଗରୁତ୍ୱ ଦିଆଯିବ। ସେହିପରି ସାଇବର ଅପରାଧ ରୋକିବା ପାଇଁ ପଦକ୍ଷେପ ନିଆଯିବ।

cm

Rakesh Mallick
  • Published: Friday, 01 January 2016
  • , Updated: 01 January 2016, 04:02 AM IST

Related story