‘ମୁଁ ୯୦% ରଖିପାରିବିନି, ତେଣୁ ମୋର ବଞ୍ଚିବାର ଅଧିକାର ନାହିଁ’

କାମାକ୍ଷାନଗର(ବିଦ୍ୟାଧର ବରାଳ): ‘ମୁଁ ଦ୍ୱାଦଶ ଫାଇନାଲ୍‌ ପରୀକ୍ଷାରେ ୯୦ % ଉପରେ ମାର୍କ ଆଣିବାକୁ ଦିନରାତି ପ୍ରସ୍ତୁତି କରିଥିଲି। ମୋର ମାଥ୍‌, ଫିଜିକ୍ସରେ ଭଲ ହୋଇଛି, ହେଲେ କେମିଷ୍ଟ୍ରିରେ ଭଲ କରିପାରିନି। ତେଣୁ  ୯୦ % ଉପରେ ମାର୍କ ଆଣିବି ବୋଲି ଭାବି ପାରୁନି। ମୋର ବଞ୍ଚିବାର କୌଣସି ଅଧିକାର ନାହିଁ । ଯଦି ପାରିବ ମୋତେ କ୍ଷମା କରିଦେବ ବାପାମା’ ।’ ଦ୍ୱାଦଶ ରେଜଲ୍ଟ ବାହାରିବା ପୂର୍ବରୁ ନିଜ ପରିବାର ଲୋକଙ୍କ ନିକଟକୁ ଏପରି ଚିଠି […]

Death

Death

Niharika Rout
  • Published: Wednesday, 11 May 2022
  • Updated: 11 May 2022, 12:12 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ‘ମୁଁ ଦ୍ୱାଦଶ ଫାଇନାଲ୍‌ ପରୀକ୍ଷାରେ ୯୦ % ଉପରେ ମାର୍କ ଆଣିବାକୁ ଦିନରାତି ପ୍ରସ୍ତୁତି କରିଥିଲି। ମୋର ମାଥ୍‌, ଫିଜିକ୍ସରେ ଭଲ ହୋଇଛି, ହେଲେ କେମିଷ୍ଟ୍ରିରେ ଭଲ କରିପାରିନି। ତେଣୁ  ୯୦ % ଉପରେ ମାର୍କ ଆଣିବି ବୋଲି ଭାବି ପାରୁନି। ମୋର ବଞ୍ଚିବାର କୌଣସି ଅଧିକାର ନାହିଁ । ଯଦି ପାରିବ ମୋତେ କ୍ଷମା କରିଦେବ ବାପାମା’ ।’ ଦ୍ୱାଦଶ ରେଜଲ୍ଟ ବାହାରିବା ପୂର୍ବରୁ ନିଜ ପରିବାର ଲୋକଙ୍କ ନିକଟକୁ ଏପରି ଚିଠି ଲେଖି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର । ମୃତକ ହେଲେ ଅବିନାଶ ପ୍ରଧାନ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ସ୍ଥିତ ଆଇଜିଆଇଟି (IGIT) କ୍ୟାମ୍ପସରେ ଘଟିଛି ।

ଅବିନାଶଙ୍କ ବାପା ଆନନ୍ଦ ଚନ୍ଦ୍ର ପ୍ରଧାନ ଆଇଜିଆଇଟି କଲେଜରେ ଲ୍ୟାବ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ସେ ସପରିବାର ସରାଙ୍ଗ ଆଇଜିଆଇଟି କ୍ୟାମ୍ପସରେ ରହୁଥିବା ବେଳେ ଅବିନାଶ  ତାଳଚେର ଥର୍ମାଲ ଡିଏଭି (DAV) ସ୍କୁଲର  ଛାତ୍ର ଥିଲେ। ସେ ଚଳିତ ବର୍ଷ ଦ୍ୱାଦଶ ପରୀକ୍ଷା ଦେଇଥିବା ବେଳେ ରେଜଲ୍ଟ ବାହାରିବାକୁ ଅପେକ୍ଷା କରିଥିଲେ। ହେଲେ ରେଜଲ୍ଟ ବାହାରିବା ପୂର୍ବରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା ବେଳେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ପରିବାର ଲୋକେ।

ଛାତ୍ର ଜଣଙ୍କ ନିଜ ସୋଇସାଇଡ଼ ନୋଟରେ ପରୀକ୍ଷା ଖରାପ ହେବାରୁ ଆତ୍ମହତ୍ୟା କରିଥିବା ଲେଖିଛନ୍ତି ।  ତାଙ୍କ ମୃତ୍ୟୁ ପାଇଁ ତାଙ୍କ ବାପା ମାଆ ଦାୟୀ ନୁହନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।   ତାଙ୍କ ବିବେକ ତାଙ୍କୁ ୯୦%   ମାର୍କ ରଖିବା ପାଇଁ ବାଧ୍ୟ କରିଥିବା ବେଳେ ସେ ଏପରି ପଦକ୍ଷେପ ଗ୍ରହଣ କରୁଥିବା ନିଜ ସୁଇସାଇଡ଼ ନୋଟରେ ଉଲ୍ଲେଖ କରିଛନ୍ତି ।  ଏ ନେଇ ଖବର ପାଇବା ପରେ ପରଜଙ୍ଗ ପୁଲିସ୍‌ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଅଧିକ ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story