୯ମ ଶ୍ରେଣୀ ଛାତ୍ରୀକୁ ବାହା କରାଉଥିଲା ମା’, ପୁଲିସକୁ ଖବର ଦେଲା ବାପା

ମୋହନା(ମିହୀର ଜତି): ୯ମ ଶ୍ରେଣୀର ପଢ଼ୁଥିବା ନାବାଳିକା ଝିଅକୁ ବାହା ଦେଉଥିଲା ଜନ୍ମିତ ମା’। ଯିଏ ଯେତେ ବିରୋଧ କଲେ ହେଁ କିଛି ଶୁଣି ନ ଥିଲା ମା’। ମା’ ଏଭଳି କରି ଭୁଲ କରୁଥିବା ଝିଅର ବାପା ଅନୁଭବ କରି ପୁଲିସକୁ ଖବର ଦେଇଥିଲା। ଶେଷରେ ପୁଲିସ ଓ ଚାଇଲ୍ଡ ଲାଇନ୍ କର୍ମୀ ଏହି ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ୧୩ ବର୍ଷିୟ ଏହି ନାବାଳିକା […]

child

child

Niranjan Mishra
  • Published: Wednesday, 03 August 2022
  • Updated: 03 August 2022, 07:58 PM IST

Sports

Latest News

ମୋହନା(ମିହୀର ଜତି): ୯ମ ଶ୍ରେଣୀର ପଢ଼ୁଥିବା ନାବାଳିକା ଝିଅକୁ ବାହା ଦେଉଥିଲା ଜନ୍ମିତ ମା’। ଯିଏ ଯେତେ ବିରୋଧ କଲେ ହେଁ କିଛି ଶୁଣି ନ ଥିଲା ମା’। ମା’ ଏଭଳି କରି ଭୁଲ କରୁଥିବା ଝିଅର ବାପା ଅନୁଭବ କରି ପୁଲିସକୁ ଖବର ଦେଇଥିଲା। ଶେଷରେ ପୁଲିସ ଓ ଚାଇଲ୍ଡ ଲାଇନ୍ କର୍ମୀ ଏହି ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ୧୩ ବର୍ଷିୟ ଏହି ନାବାଳିକା ଗଂଜାମ ଜିଲ୍ଲା ସୋରଡ଼ାର ଏକ ସରକାରୀ ବାଳିକା ବିଦ୍ୟାଳୟର ୯ମ ଶ୍ରେଣୀର ଛାତ୍ରୀ। ସପ୍ତାହେ ପୂର୍ବରୁ ମାଆ ଝିଅକୁ ଘରକୁ ଆଣିଥିଲେ। ପରେ ଜୋରଜବରଦସ୍ତ ଏକ ପୁଅ ସହ ବିବାହ କରାଇବାକୁ ଉଦ୍ୟମ କରିଥିଲେ। ଯାହାକୁ ଝିଅର ବାପା ବିରୋଧ କରିଥିଲେ। ଝିଅର ବାହା ବୟସ ହୋଇ ନ ଥିବା ବୁଝାଇଥିଲେ। ପାଠପଢ଼ି ବଡ଼ ମଣିଷ ହୋଇପାରିବ ଓ ତାର ଜୀବନକୁ ମାଟି ନ କରିବାକୁ ମଧ୍ୟ କହିଥିଲେ।

କିନ୍ତୁ ମାଆ ନିଜ ଜିଦିରେ ଅଟଳ ଥିବାରୁ ବାଧ୍ୟ ହୋଇ ବାପା ଚାଇଲ୍ଡ ହେଲ୍ପ ଲାଇନ୍ ନମ୍ବର ୧୦୯୮କୁ ଫୋନ କରି ଅଭିଯୋଗ କରିଥିଲେ। ଚାଇଲ୍ଡ ଲାଇନ୍ କର୍ମଚାରୀ ପହଞ୍ଚି ମା’କୁ ବୁଝାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ବିଫଳ ହେବାରୁ ପୁଲିସରେ ଅଭିଯୋଗ ହୋଇଥିଲା। ଆଜି ଚାଇଲ୍ଡ ଲାଇନ କର୍ମଚାରୀ ଓ ମୋହନା ପୁଲିସର ମହିଳା ଶିଶୁ ଡେସ୍କର ଅଧିକାରିଣୀ ଗାଁକୁ ଯାଇ ନାବାଳିକାକୁ ଉଦ୍ଧାର କରି ଆଣିଥିଲେ।

ଅନ୍ୟପଟେ ଘଟଣା ଜାଣିବା ପରେ ନାବାଳିକାଙ୍କୁ ବିବାହ କରିବାକୁ ସଜବାଜ ହୋଇ ବସିଥିବା ପୁଅ ଫେରାର ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story