ଭାସିଗଲେ ଅଷ୍ଟମ ଶ୍ରେଣୀ ଛାତ୍ର

ରାଉରକେଲା (ଓଡ଼ିଶା ରିପୋର୍ଟର): ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ରାଉରକେଲାରେ ଘଟିଛି ଏହି ଘଟଣା। ଭାସି ଯାଇ ନିଖୋଜ ଥିବା ଏହି ଛାତ୍ରଙ୍କ ନାଁ ବିକାଶ ସିଂହ। ସେ ରାଉରକେଲାରେ ଏକ ଇଂରାଜୀ ମିଡିୟମ ସ୍କୁଲର ଛାତ୍ର। ବିକାଶ ତାଙ୍କ ସାଙ୍ଗମାନଙ୍କ ସହିତ ଆଜି କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ବେଳେ ସେ ଭାସି ଯାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରୁଛି। […]

River

River

Jitendra Garnayak
  • Published: Sunday, 31 October 2021
  • Updated: 31 October 2021, 01:49 PM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ରାଉରକେଲାରେ ଘଟିଛି ଏହି ଘଟଣା।

ଭାସି ଯାଇ ନିଖୋଜ ଥିବା ଏହି ଛାତ୍ରଙ୍କ ନାଁ ବିକାଶ ସିଂହ। ସେ ରାଉରକେଲାରେ ଏକ ଇଂରାଜୀ ମିଡିୟମ ସ୍କୁଲର ଛାତ୍ର।

ବିକାଶ ତାଙ୍କ ସାଙ୍ଗମାନଙ୍କ ସହିତ ଆଜି କୋଏଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ବେଳେ ସେ ଭାସି ଯାଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଖୋଜାଖୋଜି କରୁଛି। କିନ୍ତୁ ଖବର ଲେଖାଯିବା ପର୍ଯ୍ୟନ୍ତ ବିକାଶଙ୍କର ପତ୍ତା ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story