କୋଭିଡ୍ ମେଡିସିନ୍ କଳାବଜାରୀ ରୋକିବାକୁ ୩ ଜଣିଆ କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ କୋଭିଡ୍ ଚିକିତ୍ସା ଓ ପ୍ରତିରୋଧକ ପାଇଁ ଉପଯୋଗ ହେଉଥିବା ଔଷଧ ଓ ମେଡିକାଲ ସାରଞ୍ଜମର କଳାବଜାରୀ ରୋକିବା ନିମନ୍ତେ ରାଜ୍ୟ ସରକାର ଆଜି ଏକ ୩ ଜଣିଆ କମିଟି ଗଠନ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ କୋଭିଡ୍ ଚିକିତ୍ସା ଓ ପ୍ରତିରୋଧକ ପାଇଁ ଉଦ୍ଦିଷ୍ଟ ମେଡିସିନ୍ ଓ ସର଼ଞ୍ଜାମକୁ କେତେକ […]

corona

corona

Ordigital Desk
  • Published: Friday, 16 April 2021
  • Updated: 16 April 2021, 08:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ କୋଭିଡ୍ ଚିକିତ୍ସା ଓ ପ୍ରତିରୋଧକ ପାଇଁ ଉପଯୋଗ ହେଉଥିବା ଔଷଧ ଓ ମେଡିକାଲ ସାରଞ୍ଜମର କଳାବଜାରୀ ରୋକିବା ନିମନ୍ତେ ରାଜ୍ୟ ସରକାର ଆଜି ଏକ ୩ ଜଣିଆ କମିଟି ଗଠନ କରିଛନ୍ତି।

ଏନେଇ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ କୋଭିଡ୍ ଚିକିତ୍ସା ଓ ପ୍ରତିରୋଧକ ପାଇଁ ଉଦ୍ଦିଷ୍ଟ ମେଡିସିନ୍ ଓ ସର଼ଞ୍ଜାମକୁ କେତେକ ଅସାଧୁ ବ୍ୟବସାୟୀ ବେଆଇନ ଭାବେ ଠୁଳ କରିବା ସହ କଳାବଜାରୀ କରୁଥିବା ନେଇ ସୂଚନା ରାଜ୍ୟ ସରକାରଙ୍କୁ ମିଳିଛି। ବେଆଇନ ଠୁଳ ଓ କଳାବଜାରୀ ବନ୍ଦ କରିବା ନିମନ୍ତେ ରାଜ୍ୟ ସରକାର ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିର ମୁଖ୍ୟ ଭାବେ କ୍ରାଇମବ୍ରାଂଚ ଅତିରିକ୍ତ ଡିଜି କାର୍ଯ୍ୟ କରିବେ। ସେହିପରି କମିଟିର ସଦସ୍ୟ ଆବାହକ ଭାବେ ଓଡ଼ିଶା ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରକ ରହିଥିବାବେଳେ ସଦସ୍ୟ ଭାବେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପାହ୍ୟାରୁ ଉର୍ଦ୍ଧ୍ୱ ଜଣେ ଅଫିସର ରହିବେ।

ସେହିପରି ଜିଲ୍ଲାସ୍ତରରେ କର୍ତ୍ତୃପକ୍ଷ ଏଭଳି ଜରୁରୀ ମେଡିକାଲ ସାମଗ୍ରୀର ଯୋଗାଣ ଓ ଉପଲବ୍ଧତା ଯାଂଚ କରିବା ସହ ଆବଶ୍ୟକ ପଡ଼ିଲେ ଏହାକୁ ସର୍ଚ୍ଚ ଓ ସିଜ୍ କରିପାରିବେ।

ରାଜ୍ୟସ୍ତରୀୟ କମିଟି ଏହି ଔଷଧର ଜିଲ୍ଲାସ୍ତରୀୟ ସ୍ଥିତିକୁ ତଦାରଖ କରିବା ସହ ଯେଉଁ ଅଫିସରମାନେ ଚଢ଼ଉ, ଖୋଜିବା ଓ ସିଜ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି, ସେମାନଙ୍କୁ ବିଭିନ୍ନ ଏଜେନ୍ସୀ ବିଶେଷକରି ପୁଲିସ ଯେଭଳି ପୂର୍ଣ୍ଣ ସହଯୋଗ କରିବ, ତାହା ସୁନିଶ୍ଚିତ କରିବେ।

ଔଷଧର କଳାବଜାରୀ ଓ ବେଆଇନ ଠୁଳକୁ ରୋକିବା ପାଇଁ ଏହି ରାଜ୍ୟସ୍ତରୀୟ କମିଟି କାର୍ଯ୍ୟ କରିବ ବୋଲି ଗୃହ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story