ନବଜାତ ଝିଅକୁ ହରାଇ ଜୀବନ ହାରିଦେଲେ ବାପା, ମା’ ଗୁରୁତର

କେନ୍ଦୁଝର (ପ୍ରଣୟ ପାଣି): ଜନ୍ମର ୮ ଦିନ ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଗଲା। ଏହା ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ତା’ ବାପାମା’ କୀଟନାଶକ ପିଇ ଦେଇଥିଲେ। ବାପାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମା’ଙ୍କ ଅବସ୍ଥା ଗୁରୁତର ରହିଛି। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଗୁମୁରା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ମଦନ ତିଉଆ। ତାଙ୍କ ପତ୍ନୀଙ୍କ ନାଁ ଟିକି […]

deadbody

deadbody

Jitendra Garnayak
  • Published: Friday, 21 May 2021
  • Updated: 21 May 2021, 11:09 AM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): ଜନ୍ମର ୮ ଦିନ ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଲା। ଆଉ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଗଲା। ଏହା ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ତା’ ବାପାମା’ କୀଟନାଶକ ପିଇ ଦେଇଥିଲେ। ବାପାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ମା’ଙ୍କ ଅବସ୍ଥା ଗୁରୁତର ରହିଛି। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଗୁମୁରା ଗାଁରେ।

ମୃତ ବ୍ୟକ୍ତିଙ୍କ ନାଁ ମଦନ ତିଉଆ। ତାଙ୍କ ପତ୍ନୀଙ୍କ ନାଁ ଟିକି ସିଙ୍ଗୀ । ମେ’ ୬ ତାରିଖରେ କେନ୍ଦୁଝର ଡାକ୍ତରଖାନାରେ ଟିକିସିଙ୍ଗି ଏକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ଜନ୍ମର ୮ ଦିନ ପରେ ଶିଶୁ କନ୍ୟାର ଦେହ ଖରାପ ହେଲା। ମଦନ ଓ ଟିକି ସିଙ୍ଗୀ ତାକୁ ଆଣି କେନ୍ଦୁଝର ଡାକ୍ତରଖାନାର ଶିଶୁ ୱାର୍ଡରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।

ନବଜାତ ଶିଶୁଟିକୁ ହରାଇବା ପରେ ଉଭୟ ବାପାମା’ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଖିଆପିଆ ଛାଡ଼ି ଦେଇଥିଲେ। ଗତକାଲି ସେମାନେ ଚରମ ପଦକ୍ଷେପ ନେଇଥିଲେ। ଉଭୟେ କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଦନ ଆଖି ବୁଜି ଦେଇଥିଲେ। ଅନ୍ୟପକ୍ଷରେ ଟିକି ସିଙ୍ଗୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story