ମଉକା ଦେଖି ଖସିଗଲେ ମହିଳା କରୋନା ରୋଗୀ, ଧରା ପଡ଼ିବାରୁ କାମୁଡ଼ି ଦେଲେ

କଟକ(ଓଡ଼ିଶା ରିପୋର୍ଟର): ମୁଁ ମରିଯିବି, ଫାଶି ଦେଇଦେବି, ହେଲେ କୋଭିଡ ସେଣ୍ଟରକୁ ଯିବିନି। କୋଭିଡ ସେଣ୍ଟର ଭିତରକୁ ନ ଯିବାକୁ ପ୍ରାଣପଣେ ଉଦ୍ୟମ କରିଥିବା ଜଣେ ମହିଳା କରୋନା ରୋଗୀ ଶେଷରେ ମଉକା ଦେଖି ଚମ୍ପଟ ମାରିଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ବାଲିକୁଦା ଅଞ୍ଚଳରେ । ସମ୍ପୃକ୍ତ ମହିଳାଙ୍କୁ ସେଣ୍ଟରର କିଛି କର୍ମଚାରୀ କାବୁ କରିବାକୁ ଚେଷ୍ଟା କଲା ବେଳେ ସେ ଜଣଙ୍କୁ କାମୁଡ଼ି ଦେଇଥିବା ଜଣାଯାଇଛି। ତେଣୁ  ହାତଗୋଡ଼ ବାନ୍ଧି ତାଙ୍କୁ […]

corona patient escape

corona patient escape

Niharika Rout
  • Published: Wednesday, 28 April 2021
  • Updated: 28 April 2021, 12:31 PM IST

କଟକ(ଓଡ଼ିଶା ରିପୋର୍ଟର): ମୁଁ ମରିଯିବି, ଫାଶି ଦେଇଦେବି, ହେଲେ କୋଭିଡ ସେଣ୍ଟରକୁ ଯିବିନି। କୋଭିଡ ସେଣ୍ଟର ଭିତରକୁ ନ ଯିବାକୁ ପ୍ରାଣପଣେ ଉଦ୍ୟମ କରିଥିବା ଜଣେ ମହିଳା କରୋନା ରୋଗୀ ଶେଷରେ ମଉକା ଦେଖି ଚମ୍ପଟ ମାରିଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ବାଲିକୁଦା ଅଞ୍ଚଳରେ ।

ସମ୍ପୃକ୍ତ ମହିଳାଙ୍କୁ ସେଣ୍ଟରର କିଛି କର୍ମଚାରୀ କାବୁ କରିବାକୁ ଚେଷ୍ଟା କଲା ବେଳେ ସେ ଜଣଙ୍କୁ କାମୁଡ଼ି ଦେଇଥିବା ଜଣାଯାଇଛି। ତେଣୁ  ହାତଗୋଡ଼ ବାନ୍ଧି ତାଙ୍କୁ ସେଣ୍ଟରରେ ରଖାଯାଇଛି।

ଗତ ଦୁଇ ଦିନ ତଳେ ହିଁ ବାଲିକୁଦାଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଖୋଲା ଯାଇଛି ନୂତନ କୋଭିଡ୍ କେୟାର ସେଣ୍ଟର ।  ଅଭିଯୋଗ ଅନୁସାରେ, ଗତକାଲି ମହିଳାଜଣଙ୍କ  କରୋନା ଚିହ୍ନଟ ହେବା ପରେ ତାଙ୍କୁ ସେଠାକୁ ଚିକିତ୍ସା କରିବାକୁ ଅଣାଯାଇଥିଲା । ତେବେ ଅଚାନକ୍ ଗତକାଲି ରାତିରେ ସେ ସୁରକ୍ଷାକର୍ମୀଙ୍କୁ ଚକମା  ଦେଇ ସେଠୁ ଖସି ପଳାଇଥିଲେ।

ଏକଥା ପ୍ରଘଟ ହେବା ପରେ ସୁରକ୍ଷାକର୍ମୀ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ।  ବାଲିକୁଦା ରାସ୍ତାରେ ତାଙ୍କୁ ଧରିବାକୁ ଚେଷ୍ଟା କରିବା ବେଳେ ସେ କର୍ମଚାରୀଙ୍କୁ କାମୁଡ଼ିବାକୁ ପଛାଇ ନ ଥିଲେ। ପରେ ହାତଗୋଡ଼ ବାନ୍ଧି ତାଙ୍କୁ କୋଭିଡ ସେଣ୍ଟରକୁ ନିଆଯାଇଛି ।

ଏନେଇ ସେଣ୍ଟରର ଜଣେ କର୍ମଚାରୀ କହିଛନ୍ତି, ମହିଳା ଜଣକ କୋଭିଡ କୋଭିଡ କେୟାର ସେଣ୍ଟର ଆସିବାକୁ ଚାହୁଁ ନ ଥିଲେ। ତାଙ୍କୁ ବୁଝାସୁଝା କରି ଏଠାକୁ ଅଣାଯାଇଥିଲା। ପୂର୍ବଦିନ ରାତିରେ ରୁଟି, ଡାଲମା, ମିଠା ଖାଇପିଇ ଶୋଇଥିଲେ। ହେଲେ ଆଜି ସକାଳେ ପାଖ ଗାଁକୁ ଖସି ପଳାଇଥିଲେ। ଏପରିକି ଧରାପଡ଼ିବା ପରେ ମଧ୍ୟ ସେ କୋଭିଡ କେନ୍ଦ୍ରକୁ ଯିବାକୁ ରାଜି ହୋଇ ନ ଥିଲେ। ମରିଯିବି ପଛେ କୋଭିଡ କେନ୍ଦ୍ରକୁ ଯିବି ନାହିଁ ବୋଲି ଅଡି ବସିଥିଲେ।  ତାଙ୍କୁ ଧରିବାକୁ ଯିବା ବେଳେ ଆମ କର୍ମଚାରୀଙ୍କୁ କାମୁଡ଼ି ଦେବାରୁ ତାଙ୍କ ହାତଗୋଡ଼ ବାନ୍ଧି ଦିଆଯାଇଛି।

ଘଟଣାର ତଦନ୍ତ ହେବା ସହ କିପରି ପରିସ୍ଥିତିରେ ଏହି ଘଟଣା ଘଟିଲା ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story