ଖାଦ୍ୟ ଦେବାରେ ବିଳମ୍ବ କଲେ ଦୋକାନୀ, ବ୍ଲେଡରେ ଆଟାକ୍‌ କଲେ ଗ୍ରାହକ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଖାଇବା ପରଷିବାରେ ବିଳମ୍ବ କରିଦେଲେ ଦୋକାନୀ। ଏଥିରେ ତାତିଗଲେ ଗ୍ରାହକ । ଆଉ ସିଧାସଳଖ କଲେ ଆକ୍ରମଣ । ଫାଷ୍ଟ ଫୁଡ ଦୋକାନୀଙ୍କ ବେକକୁ ବ୍ଲେଡରେ ଆକ୍ରମଣ କଲେ ଗ୍ରାହକ। ଏଥିରେ ଦୋକାନୀଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏପରି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଯୁଣ ଛକରେ ଘଟିଛି। ଗତ କାଲି ବିଳମ୍ବିତ ରାତ୍ରୀରେ ଜୁଣ ଛକରେ ଗଜଲକ୍ଷ୍ମୀ […]

blade

blade

Niharika Rout
  • Published: Tuesday, 18 October 2022
  • Updated: 18 October 2022, 11:48 AM IST

Sports

Latest News

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ଖାଇବା ପରଷିବାରେ ବିଳମ୍ବ କରିଦେଲେ ଦୋକାନୀ। ଏଥିରେ ତାତିଗଲେ ଗ୍ରାହକ । ଆଉ ସିଧାସଳଖ କଲେ ଆକ୍ରମଣ । ଫାଷ୍ଟ ଫୁଡ ଦୋକାନୀଙ୍କ ବେକକୁ ବ୍ଲେଡରେ ଆକ୍ରମଣ କଲେ ଗ୍ରାହକ। ଏଥିରେ ଦୋକାନୀଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଏପରି ଅଭାବନୀୟ ଓ ଲୋମଟାଙ୍କୁରା ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଯୁଣ ଛକରେ ଘଟିଛି।

ଗତ କାଲି ବିଳମ୍ବିତ ରାତ୍ରୀରେ ଜୁଣ ଛକରେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ମେଲୋଡି ଚାଲିଥିଲା । କିଛି ଯୁବକ ମେଲୋଡି ଦେଖି ସରିବା ପରେ ନିକଟରେ ଥିବା ଫାଷ୍ଟ୍ ଫୁଡ୍ ଦୋକାନକୁ ଖାଇବାକୁ ଯାଇଥିଲେ। ସେଠାରେ ସେମାନେ ଅର୍ଡର ଦେଇଥିବା ବେଳେ ଖାଦ୍ୟ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଏହାକୁ ନେଇ ସେମାନେ ଦୋକାନୀଙ୍କୁ ଗାଳିଗୁଲଜ କରିଥିଲେ ।

ହେଲେ ଘଟଣା ଧୀରେ ଧୀରେ ଉଗ୍ର ରୂପ ନେବାରୁ ଜଣେ ଯୁବକ ଫାଷ୍ଟ ଫୁଡ୍ ଦୋକାନୀ ଆକାଶ ବେହେରା ବେକକୁ ବ୍ଲେଡରେ ଆକ୍ରମଣ କରିଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଗୁରୁତର ଆକାଶଙ୍କୁ ଉଦ୍ଧାର କରି ପ୍ରଥମେ ମାର୍ଶାଘାଇ ମେଡିକାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କ କେନ୍ଦ୍ରାପଡ଼ା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଜଣକୁ ଅଟକ ରଖିଛି ପୁଲିସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story