୨ ଦିନ ହେଲା ନିଖୋଜ ଯୁବକଙ୍କ ପତ୍ତା ମିଳୁନି, ଡେରଜାଙ୍ଗ ପ୍ରକଳ୍ପରେ ଭାସୁଛି ମୃତଦେହ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରେ ଆଜି ଏକ ମୃତଦେହ ଭାସମାନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଗତ ରବିବାରଠୁ ପ୍ରକଳ୍ପକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ ଥିବା ବେଳେ ଏହି ମୃତଦେହଟି ତାଙ୍କର ନା ଆଉ କାହାର ତାହା ସ୍ପଷ୍ଟ ହୋଇପାରୁନି। ନାଲକୋ ଅଞ୍ଚଳର ବିଧାନଶୁଂ ହୋତା ନାମକ ୨୫ ବର୍ଷୀୟ ଯୁବକ ଗତ ରବିବାର ନିଜ ସାଙ୍ଗମାନଙ୍କ ସହ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ ବୁଲି ଯାଇଥିଲେ। […]

derjang

derjang

Niharika Rout
  • Published: Tuesday, 09 August 2022
  • Updated: 09 August 2022, 09:00 AM IST

Sports

Latest News

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରେ ଆଜି ଏକ ମୃତଦେହ ଭାସମାନ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ଗତ ରବିବାରଠୁ ପ୍ରକଳ୍ପକୁ ବୁଲିବାକୁ ଯାଇ ଜଣେ ଯୁବକ ନିଖୋଜ ଥିବା ବେଳେ ଏହି ମୃତଦେହଟି ତାଙ୍କର ନା ଆଉ କାହାର ତାହା ସ୍ପଷ୍ଟ ହୋଇପାରୁନି।

ନାଲକୋ ଅଞ୍ଚଳର ବିଧାନଶୁଂ ହୋତା ନାମକ ୨୫ ବର୍ଷୀୟ ଯୁବକ ଗତ ରବିବାର ନିଜ ସାଙ୍ଗମାନଙ୍କ ସହ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ ବୁଲି ଯାଇଥିଲେ। ସେଠାରେ ସେମାନେ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇଥିବା ବେଳେ ଯୁବକଜଣକ ପାଣିରେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କ ସନ୍ଧାନ ମିଳି ପାରିନଥିଲା।

ଓଡ୍ରାଫ ସହ ଅଗ୍ନିଶମ  ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ବିଧାନଶୁଂଙ୍କୁ ଠାବ କରାଯାଇ ପାରିନଥିଲା । ଆଜି ଓଡ୍ରାଫ ଟିମ୍‌ ପହଞ୍ଚି ମୃତଦେହ ଉଦ୍ଧାର ପରେ ତାହା କାହାର ସ୍ପଷ୍ଟ ହୋଇପାରିବ ।

ନିଖୋଜ  ବିଧାନଶୁଂ ବାଙ୍ଗାଲୋର ଏକ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ କିଛି ଦିନ ହେବ ଘରୁ କାମ କରୁଥିଲେ। ତାଙ୍କ ବାପା ନାଲକୋର ଡିଜିଏମ୍‌ ଭାବେ ଅବସର ଗ୍ରହଣ କରିଥିବା ବେଳେ ମା’ ନାଲୋକ ଡିପିଏସ୍‌ ସ୍କୁଲ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story