ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ!

ସୋର (ଶଶିକାନ୍ତ ବେହେରା): ଋଣ ଭାର ସହି ନପାରି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୟାଧର ଜେନା। ସୂଚନା ଅନୁଯାୟୀ, ଗୟାଧର ଧାନ ଓ ଛତୁ ଚାଷ କରିବା ପାଇଁ ଉତ୍ତରେଶ୍ୱର ସେବା ସମବାୟ ସମିତିରୁ ୧ଲକ୍ଷ ଟଙ୍କା ଋଣ କରିଥିଲେ। ଏହା ସହିତ ସେ ଆଉ ଲକ୍ଷେ ଟଙ୍କା ହାତ ଉଧାରି କରିଥିଲେ। ହେଲେ ଚାଷରେ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। […]

deadbody

deadbody

Jitendra Garnayak
  • Published: Sunday, 16 June 2019
  • Updated: 16 June 2019, 02:06 PM IST

Sports

Latest News

ସୋର (ଶଶିକାନ୍ତ ବେହେରା): ଋଣ ଭାର ସହି ନପାରି ବାଲେଶ୍ୱର ଜିଲ୍ଲା ସୋର ଥାନା ନୂଆପୁର ଗାଁରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଗୟାଧର ଜେନା।

ସୂଚନା ଅନୁଯାୟୀ, ଗୟାଧର ଧାନ ଓ ଛତୁ ଚାଷ କରିବା ପାଇଁ ଉତ୍ତରେଶ୍ୱର ସେବା ସମବାୟ ସମିତିରୁ ୧ଲକ୍ଷ ଟଙ୍କା ଋଣ କରିଥିଲେ। ଏହା ସହିତ ସେ ଆଉ ଲକ୍ଷେ ଟଙ୍କା ହାତ ଉଧାରି କରିଥିଲେ। ହେଲେ ଚାଷରେ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ତେଣୁ ଋଣ କିପରି ସୁଝିବେ, ସେ ନେଇ ଗୟାଧର ସବୁବେଳେ ଚିନ୍ତାରେ ରହୁଥିଲେ।

ଆଜି ସକାଳେ ତାଙ୍କ ଛତୁ ଫାର୍ମରୁ ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେ ଯେଉଁ ଧୋତି ପିନ୍ଧିଥିଲେ ତାକୁ ବେକରେ ଗୁଡ଼ାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଗୟାଧରଙ୍କ ପୁଅ ଗୌତମ ଜେନା କହିଛନ୍ତି,“ପ୍ରତିଦିନ ଭଳି ଆଜି ସକାଳେ ବି ବାପା ଆମ ଛତୁ ଫାର୍ମକୁ ଯାଇଥିଲେ। ହେଲେ ସେ ସେଠାକୁ ଯିବାର କିଛି ସମୟ ପରେ ଆମେ ଯାଇ ଦେଖୁଲୁ ଯେ, ସେ ଧୋତିରେ ଫାଶୀ ଦେଇ ଦେଇଛନ୍ତି। ଋଣ କରିଥିବାରୁ ସେ ବେଶ୍ କିଛି ଦିନ ହେବ ଚିନ୍ତାରେ ରହୁଥିଲେ। ତେଣୁ ଏପରି ପଦକ୍ଷେପ ନେଇଥିବା ଆମେ ସନ୍ଦେହ କରୁଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story