ଡରାଇ ପାରୁନି ମହାମାରୀ; କୋଭିଡ଼ ୱାର୍ଡରେ ବି ପାଠପଢ଼ାରେ ମଜ୍ଜିଗଲେ ଯୁବକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କୋଭିଡ ୱାର୍ଡ କଥା ଭାବିଲେ ଛାତି ଥରହର ହୋଇଯାଏ। ଅନ୍ୟମାନଙ୍କ ଅବସ୍ଥା ଦେଖି ମନରେ ଛନକା ପଶିଯାଏ। କାଳେ କ’ଣ ହୋଇଯିବ ବି ଭାବି ଭାବି ଆଖିରୁ ନିଦ ହଜିଯାଏ। କିନ୍ତୁ ବ୍ରହ୍ମପୁରର ଏକ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କୁ ଦେଖିଲେ ଏସବୁ ଧାରଣା ଭୁଲ ବୋଲି ମନକୁ ଭାବନା ଆସିବା ସ୍ୱାଭାବିକ। ପଜିଟିଭ ରୋଗୀଙ୍କ ଦ୍ୱାରା ଭର୍ତ୍ତି ଏକ  ୱାର୍ଡରେ କିନ୍ତୁ ଅବିଚଳିତ ଭାବେ ଜଣେ କରୋନା ଆକ୍ରାନ୍ତ ଯୁବକ […]

covid ward

covid ward

Niharika Rout
  • Published: Thursday, 29 April 2021
  • Updated: 29 April 2021, 08:52 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): କୋଭିଡ ୱାର୍ଡ କଥା ଭାବିଲେ ଛାତି ଥରହର ହୋଇଯାଏ। ଅନ୍ୟମାନଙ୍କ ଅବସ୍ଥା ଦେଖି ମନରେ ଛନକା ପଶିଯାଏ। କାଳେ କ’ଣ ହୋଇଯିବ ବି ଭାବି ଭାବି ଆଖିରୁ ନିଦ ହଜିଯାଏ। କିନ୍ତୁ ବ୍ରହ୍ମପୁରର ଏକ କୋଭିଡ ୱାର୍ଡରେ ଚିକିତ୍ସିତ ହେଉଥିବା ଜଣେ ଯୁବକଙ୍କୁ ଦେଖିଲେ ଏସବୁ ଧାରଣା ଭୁଲ ବୋଲି ମନକୁ ଭାବନା ଆସିବା ସ୍ୱାଭାବିକ।

ପଜିଟିଭ ରୋଗୀଙ୍କ ଦ୍ୱାରା ଭର୍ତ୍ତି ଏକ  ୱାର୍ଡରେ କିନ୍ତୁ ଅବିଚଳିତ ଭାବେ ଜଣେ କରୋନା ଆକ୍ରାନ୍ତ ଯୁବକ ନିଜ ବହିରେ ହଜି ଯାଇଥିଲେ। ଚାରିପାଖର ଦୃଶ୍ୟ ତାଙ୍କୁ ବ୍ୟସ୍ତ, ବିବ୍ରତ କରିପାରୁ ନ ଥିଲା। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଉକ୍ତ ହସ୍ପିଟାଲକୁ ପରିଦର୍ଶନରେ ଯାଇଥିବା ବେଳେ ଏହା ତାଙ୍କ ନଜରରେ ପଡ଼ିଥିଲା।

ଜିଲ୍ଲାପାଳ ଯୁବକଙ୍କ ସହ କଥା ହେବା ପରେ ପାଠପଢ଼ା ପ୍ରତି ତାଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଦେଖି ବେଶ୍‌  ପ୍ରଶଂସା ବି କରିଥିଲେ। କେବଳ ନିଜ ଉପରେ ବିଶ୍ୱାସ ରଖିଲେ ସଫଳତା ମିଳି ନ ଥାଏ, ଏଥିଲାଗି ଦରକାର ଡେଡିକେସନ  ଯାହାକି ଯୁବକଜଣକ ପ୍ରମାଣିତ କରି ଦେଖାଇଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ।

ଯୁବକ ଜଣକ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଚାଟାର୍ଡ ଆକାଉଣ୍ଟାଣ୍ଟ ପରୀକ୍ଷା ପାଇଁ ଚଳାଇଛନ୍ତି ପ୍ରସ୍ତୁତି । ମେଡିକାଲ ବେଡ୍‌ରେ ବହି ଧରି ପଢୁଛନ୍ତି ପାଠ । କୋଭିଡ୍ ମେଡିକାଲ ପରିଦର୍ଶନ ବେଳେ ଏହା ଦେଖି ଯୁବକଙ୍କୁ ପ୍ରଶଂସା କରିବା ସହ  ସଫଳତା ପାଇଁ  ନିଜକୁ ଉତ୍ସର୍ଗ କରିବା ଦରକାର ବୋଲି କହିଛନ୍ତି ଜିଲ୍ଲାପାଳ । କୌଣସି ଜିନିଷରେ ହଜିଗଲେ ଦେହର ଯନ୍ତ୍ରଣା ବି ତୁଚ୍ଛ ମନେ ହୁଏ। ଏହାପରେ ସଫଳତା ଏକମାତ୍ର ଔପଚାରିକତା ବୋଲି ଟ୍ୱିଟ୍ କରିଛନ୍ତି ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story