ଜାଲରେ ପଡ଼ିଲା ‘ଭେକ୍ଟି’ ମାଛ, ଦାମ ୪ ଲକ୍ଷ

ଜଳେଶ୍ୱର(ଅଜିତ ଦାସ): ଗୋଟିଏ ମାଛର ଦାମ ୪ ଲକ୍ଷ ଟଙ୍କା । କେଜି ପ୍ରତି ଦାମ ହେଉଛି ୧୬ ହଜାର ଟଙ୍କା।  ଏହି ଦାମୀ ମାଛ ପଶ୍ଚିମବଙ୍ଗ ଦୀଘା ମୁହାଣରୁ ମିଳିଛି । ମାଛର ନାଁ ହେଲା ‘ତେଲିଆ ଭେକ୍ଟି’ । ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ଭେକ୍ଟି ବୋଲି କୁହାଯାଏ । ଆଜି ଦୀଘା ମୁହାଣରେ ମତ୍ସ୍ୟଜୀବୀମାନେ ୨୭ କେଜିର ଏକ ଭେକ୍ଟି ମାଛ  ଧରିଥିଲେ । ନିଲାମ କେନ୍ଦ୍ରରେ ARM ନାମକ ଏକ କମ୍ପାନି […]

fish-2

fish-2

Niharika Rout
  • Published: Friday, 13 November 2020
  • Updated: 13 November 2020, 01:50 PM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ଗୋଟିଏ ମାଛର ଦାମ ୪ ଲକ୍ଷ ଟଙ୍କା । କେଜି ପ୍ରତି ଦାମ ହେଉଛି ୧୬ ହଜାର ଟଙ୍କା।  ଏହି ଦାମୀ ମାଛ ପଶ୍ଚିମବଙ୍ଗ ଦୀଘା ମୁହାଣରୁ ମିଳିଛି । ମାଛର ନାଁ ହେଲା ‘ତେଲିଆ ଭେକ୍ଟି’ । ସ୍ଥାନୀୟ ଅଞ୍ଚଳରେ ଏହି ମାଛକୁ ଭେକ୍ଟି ବୋଲି କୁହାଯାଏ ।

ଆଜି ଦୀଘା ମୁହାଣରେ ମତ୍ସ୍ୟଜୀବୀମାନେ ୨୭ କେଜିର ଏକ ଭେକ୍ଟି ମାଛ  ଧରିଥିଲେ । ନିଲାମ କେନ୍ଦ୍ରରେ ARM ନାମକ ଏକ କମ୍ପାନି ତାକୁ ୪ ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି । ଏହି ବିରଳ ଓ ଦାମୀ ମାଛ ଦେଖିବାକୁ ବେଶ୍‌ ଭିଡ଼ ଜମିଥିଲା ।

ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ ଏହି ମାଛରୁ ଔଷଧ ତିଆରି ହୋଇଥାଏ । ଫାର୍ମାସ୍ୟୁଟିକାଲ କମ୍ପାନିମାନେ ଅଧିକ ଦାମ୍ ଦେଇ ଏହି ମାଛକୁ କିଣିଥାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story