ବାପାର ନାରକୀୟ କାଣ୍ଡ: ଗୋଟିଏ ଝିଅ ମୃତ, ଆଉ ୩ ଝିଅ ଓ ପତ୍ନୀ ଗୁରୁତର

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବାପା ଘଟାଇଛି ନାରକୀୟ କାଣ୍ଡ। ଗୋଟିଏ ଝିଅକୁ ହାଣି ମାରି ଦେଇଥିବା ବେଳେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ। ଅଭିଯୁକ୍ତର ନାଁ ସୁଖୁ ଓରାମ। ଆଜି ଭୋରରେ ସେ ତା’ର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ୨, […]

DeadBody

DeadBody

Jitendra Garnayak
  • Published: Saturday, 12 June 2021
  • Updated: 12 June 2021, 01:48 PM IST

Sports

Latest News

କୁଚିଣ୍ଡା (ଦେବେନ୍ଦ୍ର ବେହେରା): ବାପା ଘଟାଇଛି ନାରକୀୟ କାଣ୍ଡ। ଗୋଟିଏ ଝିଅକୁ ହାଣି ମାରି ଦେଇଥିବା ବେଳେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ଫାଣ୍ଡି ଅଧୀନ ଯୌତୁକବାହାଲ ଗାଁରେ।

ଅଭିଯୁକ୍ତର ନାଁ ସୁଖୁ ଓରାମ। ଆଜି ଭୋରରେ ସେ ତା’ର ପତ୍ନୀ ଓ ୪ ନାବାଳିକା ଝିଅଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଢ଼େ ୩ ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ୨, ୫ ଓ ୧୨ ବର୍ଷର ଅନ୍ୟ ତିନି ଝିଅଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଗଡ଼ପୋଷ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୁଖୁଙ୍କ ଆକ୍ରମଣରେ ତାଙ୍କ ପତ୍ନୀ ବି ଆହତ ହୋଇଛନ୍ତି। ପତ୍ନୀ ଓ ଛୁଆଙ୍କୁ ଆକ୍ରମଣ କରିବା ପରେ ସୁଖୁ ନିଜ ବେକକୁ ଫାର୍ସାରେ କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ତିନି ଝିଅଙ୍କ ସହିତ ଏହି ଦୁଇ ଜଣ ବି ଗଡ଼ପୋଷ ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଗୋବିନ୍ଦପୁର ଥାନା ଓ ଗଡ଼ପୋଷ ଫାଣ୍ଡି ପୁଲିସ୍ ପହଞ୍ଚି ସମସ୍ତ ଆହତଙ୍କୁ ଡାକ୍ତରଖାନା ପଠାଇଥିଲେ।

ତେବେ ସୁଖୁ କାହିଁକି ଏମିତି ଏକ କାଣ୍ଡ ଘଟାଇଲା, ତାହା ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story