‘ଲକ୍ଷେ ଦେଲେ ୩ ମାସରେ ମିଳିବ ୧୨ ଲକ୍ଷ’, ଏଭଳି କହି ଲୋକଙ୍କୁ ଭୂଆଁ ବୁଲାଉଥିଲେ, ଶେଷରେ..

କଟକ(ଓଡ଼ିଶା ରିପୋର୍ଟର): ଲକ୍ଷେ ଟଙ୍କା ଦେଲେ ୩ ମାସରେ ମିଳିବ ୧୨ ଲକ୍ଷ ଟଙ୍କା। । ଏଭଳି ଲୋଭନୀୟ ଅଫର୍‌ ଶୁଣି ରାତାରାତି ମାଲାମାଲ ହେବା ଆଶାରେ ଟଙ୍କା ଦେଇ ଏବେ ପଶ୍ଚାତାପ କରୁଛନ୍ତି ୧୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି। ଆଉ ଏଭଳି ଠକାମୀ କରି ଲୋକଙ୍କୁ ଚୂନ ମାରିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚାରା କରୁଛି କମିଶନରେଟ ପୁଲିସ୍‌। ଅଟକ ବ୍ୟକ୍ତିଙ୍କ ନାମ ସାକିର ଅଲୀ। ଜୀବନ ବୀମା  ସହ କମ ଅବଧିରେ ଅଧିକ ଟଙ୍କା  […]

money

money

Niharika Rout
  • Published: Friday, 09 July 2021
  • Updated: 09 July 2021, 07:54 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଲକ୍ଷେ ଟଙ୍କା ଦେଲେ ୩ ମାସରେ ମିଳିବ ୧୨ ଲକ୍ଷ ଟଙ୍କା। । ଏଭଳି ଲୋଭନୀୟ ଅଫର୍‌ ଶୁଣି ରାତାରାତି ମାଲାମାଲ ହେବା ଆଶାରେ ଟଙ୍କା ଦେଇ ଏବେ ପଶ୍ଚାତାପ କରୁଛନ୍ତି ୧୪ରୁ ଊର୍ଦ୍ଧ୍ୱ ବ୍ୟକ୍ତି। ଆଉ ଏଭଳି ଠକାମୀ କରି ଲୋକଙ୍କୁ ଚୂନ ମାରିଥିବା ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚାରା କରୁଛି କମିଶନରେଟ ପୁଲିସ୍‌। ଅଟକ ବ୍ୟକ୍ତିଙ୍କ ନାମ ସାକିର ଅଲୀ।

ଜୀବନ ବୀମା  ସହ କମ ଅବଧିରେ ଅଧିକ ଟଙ୍କା  ଫେରସ୍ତ  ପାଇବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଥିଲେ ସାକିର ।  ଅଧିକ ଲାଭର ପ୍ରତିଶ୍ରୁତି ପାଇ ଲୋକମାନେ ବି ଫସି ଯାଉଥିଲେ। ଏହାର ଫାଇଦା ଉଠାଇ ଲକ୍ଷାଧିକ ଟଙ୍କା ଠକୁଥିଲେ ସାକିର ।  ବୀମା କରି ସାରିବେ ପରେ ଆଉ ଧରାଛୁଆଁ ଦେଉ ନ ଥିଲେ।

[caption id="attachment_657429" align="aligncenter" width="650"]detain ଅଟକ ବ୍ୟକ୍ତିଙ୍କ ନାମ ସାକିର ଅଲୀ।[/caption]

୧ ଲକ୍ଷ ଟଙ୍କା ଜମା କଲେ ୩ ମାସ ମଧ୍ୟରେ ଲାଭ ସହ ୧୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇ ସାକିର ପ୍ରାୟ ୧୪ ଜଣଙ୍କଠାରୁ  ଟଙ୍କା ନେଇଥିଲେ। ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ କୌଣସି ଏକ ବ୍ୟାଙ୍କରେ ଜୀବନ ବୀମା ମଧ୍ୟ କରି ଦେଇଥିଲେ ।  ହେଲେ ବର୍ଷ ପରେ ବର୍ଷ ବିତିଯିବା ପରେ ଆଉ ଟଙ୍କା ଫେରାଇବାକୁ ଧରା ଛୁଆଁ ଦେଇ ନ ଥିଲେ।

ଠକାମୀର ଶିକାର ହୋଇଥିବା ବ୍ୟକ୍ତି ବିଭିନ୍ନ ଆଡ଼େ ଖୋଜୁଥିବା ବେଳେ ତାଙ୍କ ପତ୍ତା ପାଉ ନ ଥିଲେ। ମାତ୍ର ଗତକାଲି ସେ ବଜାରରେ ବୁଲୁଥିବା ଦେଖି ଠକାମୀର ଶିକାର ଅବଦୁଲ ନାମକ ବ୍ୟକ୍ତି ତାଙ୍କୁ ଧରିଥିଲେ । ଏହାପରେ ସାକିର ନାମକ ବ୍ୟକ୍ତିଙ୍କୁ କମିଶନରେଟେ ପୁଲିସର ଜିମା ଦେଇଥିଲେ । ପୁଲିସ୍‌ ମାମଲାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story