ପୁଲିସ ନିର୍ଯାତନା ଅସହ୍ୟ ହେବାରୁ ଆତ୍ମହତ୍ୟା କଲେ କଳାକାର !

ସାଲେପୁର(ମନୋଜ ଆଚାର୍ଯ୍ୟ): ଖାକି ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ପୁଲିସ୍‌ର ନିର୍ଯାତନା ସହିନପାରି ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି! ଆଜି ଏପରି ଅଭିଯୋଗ କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ ଆସିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମାହାଙ୍ଗା-କଟିକଟା ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ। ନଈଗୁଆଁର କଳାକାର ସାହୁ। ତାଙ୍କ ନାବାଳିକା ଝିଅର ସାଙ୍ଗ ଜଣେ ନାବାଳିକା ୩ଦିନ ତଳେ ସେ କେଉଁଆଡ଼େ […]

Salepur suicide

Salepur suicide

Manoranjan Sial
  • Published: Friday, 26 March 2021
  • Updated: 26 March 2021, 07:10 PM IST

Sports

Latest News

ସାଲେପୁର(ମନୋଜ ଆଚାର୍ଯ୍ୟ): ଖାକି ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ପୁଲିସ୍‌ର ନିର୍ଯାତନା ସହିନପାରି ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି! ଆଜି ଏପରି ଅଭିଯୋଗ କଟକ ଜିଲ୍ଲା ସାଲେପୁର ଅଞ୍ଚଳରୁ ଆସିଛି। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମାହାଙ୍ଗା-କଟିକଟା ରାସ୍ତାରେ ମୃତଦେହ ରଖି ରାସ୍ତାରୋକ କରିଥିଲେ।

ନଈଗୁଆଁର କଳାକାର ସାହୁ। ତାଙ୍କ ନାବାଳିକା ଝିଅର ସାଙ୍ଗ ଜଣେ ନାବାଳିକା ୩ଦିନ ତଳେ ସେ କେଉଁଆଡ଼େ ପଳାଇ ଯାଇଛନ୍ତି। ନାବାଳିକାଙ୍କ ପରିବାର ପକ୍ଷରୁ ଏନେଇ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଫୋନ୍‌ ଟ୍ୟାପିଂରୁ କଳାକାର ସାହୁଙ୍କ ଫୋନରୁ ତାଙ୍କ ଝିଅ ଫେରାର ଥିବା ନାବାଳିକା କଥା ହେଉଥିବା ପୁଲିସ ଜାଣିବାକୁ ପାଇଥିଲା। ପରେ ପୁଲିସ କଳାକାର ଓ ତାଙ୍କ ଝିଅକୁ ଫାଣ୍ଡିକୁ ଡାକି ବାରମ୍ବାର ପଚରାଉଚରା କରିଥିଲା। ଉଭୟଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା କଳାକାରଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କଳାକାର ମାନସିକ ଯନ୍ତ୍ରଣା ପାଉଥିଲେ। ଯେଉଁଥିପାଇଁ ସେ ଆଜି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

କଳାକାର ବିଲ ମଝିରେ ଥିବା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକର ପତ୍ନୀମଧ୍ୟ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗାଁ ଲୋକଙ୍କ ସହିତ ଆଲୋଚନା କରିଥିଲା। କ୍ଷତିପୂରଣ ଦେବାକୁ ପୁଲିସ ପ୍ରତିଶ୍ରୁତି ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story