ପୁଅ ଆଗରେ ଭାସିଗଲେ ବାପା

ତେଲକୋଇ(ଚିନ୍ମୟ କୁମାର ସାହୁ): ପୁଅ ଆଗରେ ଭାସିଗଲେ ବାପା। ଆଜି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କେନ୍ଦୁଘାଟି ଗାଁ’ର ବୈତରଣୀ ନଦୀ ଘାଟରେ ଏହି ଦୁଃଖଦ ଘଟଣା ଘଟିଛି। ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ନିଖୋଜଙ୍କ ପତ୍ତା ମିଳିପାରିନି। ନିଖୋଜ ବ୍ୟକ୍ତି ଜଣକ କେନ୍ଦୁଘାଟି ଗାଁ ଗମ୍ଭାରୀଡିହା ସାହିର ପୂର୍ଣ୍ଣଚଦ୍ର ଦେହୁରୀ। ସୂଚନା ମୁତାବକ, ସେ ତାଙ୍କ ପୁଅ ସୁରେନ୍ଦ୍ର ଦେହୁରୀ ଓ ଅନ୍ୟ ସମ୍ପର୍କିୟ ମନ୍ତ୍ରୀବର ଦେହୁରୀଙ୍କ ସହ ଆଜି ବାଂଶପାଳ […]

telkoi

telkoi

Niranjan Mishra
  • Published: Friday, 09 September 2022
  • Updated: 09 September 2022, 08:11 PM IST

Sports

Latest News

ତେଲକୋଇ(ଚିନ୍ମୟ କୁମାର ସାହୁ): ପୁଅ ଆଗରେ ଭାସିଗଲେ ବାପା। ଆଜି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା କେନ୍ଦୁଘାଟି ଗାଁ’ର ବୈତରଣୀ ନଦୀ ଘାଟରେ ଏହି ଦୁଃଖଦ ଘଟଣା ଘଟିଛି। ଅପରାହ୍ନରେ ଏହି ଘଟଣା ଘଟିଥିବା ବେଳେ ଏ ପର୍ଯ୍ୟନ୍ତ ନିଖୋଜଙ୍କ ପତ୍ତା ମିଳିପାରିନି। ନିଖୋଜ ବ୍ୟକ୍ତି ଜଣକ କେନ୍ଦୁଘାଟି ଗାଁ ଗମ୍ଭାରୀଡିହା ସାହିର ପୂର୍ଣ୍ଣଚଦ୍ର ଦେହୁରୀ।

ସୂଚନା ମୁତାବକ, ସେ ତାଙ୍କ ପୁଅ ସୁରେନ୍ଦ୍ର ଦେହୁରୀ ଓ ଅନ୍ୟ ସମ୍ପର୍କିୟ ମନ୍ତ୍ରୀବର ଦେହୁରୀଙ୍କ ସହ ଆଜି ବାଂଶପାଳ ସ୍ଥିତ ଏକ ବ୍ୟାଙ୍କକୁ ବାଇକ୍‌ରେ ଯାଇଥିଲେ। ଏଠାରେ କାମ ସାରି ଘରକୁ ଫେରୁଥିଲେ। ବାଟରେ ବୈତରଣୀ ନଦୀର କେନ୍ଦୁଘାଟି ନଦୀ ଘାଟ ପୋଲ ପାରି ହେଉଥିବା ବେଳେ ପୋଲ ଉପରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଏହି ପୋଲ ଉପରେ ବର୍ଷା ପାଣି ସୁଅ ଥିବାରୁ ସେ ଭାସି ଯାଇଥିଲେ।

ଦେଖେଣାହାରିଙ୍କ ସୂଚନା ମୁତାବକ, ପୋଲ ଉପରେ ପାଣି ଚାଲୁଥିବାରୁ ଦୁଇଜଣଙ୍କୁ ଓହ୍ଲାଇ ଦେଇ ପୁଅ ସୁରେନ୍ଦ୍ର ବାଇକରେ ବସି ଏକୁଟିଆ ପୋଲ ପାରି ହୋଇଥିଲେ। ତାଙ୍କ ପଛେ ପଛେ ବାପା ପୂର୍ଣ୍ଣଚଦ୍ର ଓ ମନ୍ତ୍ରୀବର ଚାଲିଚାଲି ପୋଲ ପାରି ହେଉଥିଲେ। ଏହି ସମୟରେ ହଠାତ୍ ପୂର୍ଣ୍ଣଙ୍କ ଗୋଡ଼ ଖସି ଯାଇଥିଲା। ପାଖ ଲୋକ ତାଙ୍କୁ ଉଦ୍ଧାର କରିବା ବେଳକୁ ସେ ପୋଲ ତଳକୁ ଖସି ପଡ଼ିଥିଲେ। ବହୁ ଖୋଜାଖୋଜି ସତ୍ତ୍ୱେ ତାଙ୍କ ପତ୍ତା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story