ଗଣମାଧ୍ୟମ ପ୍ରସାରଣ କର୍ମଚାରୀଙ୍କୁ ହତ୍ୟା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିରର ମହାଲକ୍ଷ୍ମୀ ନଗର ନିକଟରେ ଏକ ଗଣମାଧ୍ୟମର ଜଣେ ପ୍ରସାରଣ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ। ସେ ଚାରି ମାସ ହେଲା ବଲାଙ୍ଗିରରେ ଦୈନିକ ଖବର କାଗଜ ‘ସମାଜ’ର ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଥିଲେ। ଗତକାଲି ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଏହି ଘଟଣା ଘଟିଛି। ୨୬ ତାରିଖ ଅଫିସ୍ ଛୁଟି ଥିବାରୁ […]

media

media

Jitendra Garnayak
  • Published: Tuesday, 29 January 2019
  • Updated: 29 January 2019, 11:59 AM IST

Sports

Latest News

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିରର ମହାଲକ୍ଷ୍ମୀ ନଗର ନିକଟରେ ଏକ ଗଣମାଧ୍ୟମର ଜଣେ ପ୍ରସାରଣ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରିଛନ୍ତି।

ମୃତକଙ୍କ ନାଁ ପ୍ରତାପ ମହାପାତ୍ର। ତାଙ୍କ ଘର ଜଗତସିଂହପୁରରେ। ସେ ଚାରି ମାସ ହେଲା ବଲାଙ୍ଗିରରେ ଦୈନିକ ଖବର କାଗଜ ‘ସମାଜ’ର ପ୍ରସାରଣ ବିଭାଗରେ କାର୍ଯ୍ୟ କରୁଥିଲେ।

ଗତକାଲି ରାତି ପ୍ରାୟ ୧୧ଟାରୁ ୧୨ଟା ମଧ୍ୟରେ ଏହି ଘଟଣା ଘଟିଛି। ୨୬ ତାରିଖ ଅଫିସ୍ ଛୁଟି ଥିବାରୁ ପ୍ରତାପ କୌଣସି କାମରେ ସମ୍ବଲପୁର ଯାଇଥିଲେ। ସେ ସେଠାରୁ ସୋନପୁର ଯାଇ ଗତକାଲି ରାତିରେ ଫେରିଥିଲେ। ସେ ବସ୍‌ଷ୍ଟାଣ୍ଡରୁ ଅଫିସ୍‌କୁ ଯାଉଥିବା ବେଳେ ରେଲୱେ ଷ୍ଟେସନ୍‌ ରୋଡ୍‌ରେ ତାଙ୍କୁ ହତ୍ୟା କରାଯାଇଥିଲା।

ତାଙ୍କୁ କାହିଁକି ହତ୍ୟା କରାଗଲା, ତାହା ଜଣାପଡ଼ି ନାହିଁ। ତେବେ ଲୁଟ୍ ପାଇଁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ପୁଲିସ୍ କହୁଛି।  ପୁଲିସ୍‌ ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଭୁବନେଶ୍ୱରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା। ଫିଲ୍ମ ହଲ୍‌ରେ କିଛି ପିଲାଙ୍କ ଆଚରଣକୁ ବିରୋଧ କରିବାରୁ ସେ ଆକ୍ରୋଶର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କୁ ପିଟି ରକ୍ତାକ୍ତ କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story