ରାଜଧାନୀ ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ଛୋଟ ଛୋଟ ପିଲାମାନେ ଏକୁଟିଆ ସ୍କୁଲ୍ କିମ୍ବା ଟ୍ୟୁସନ୍‌ ଯାଉଛନ୍ତି କି? ତା’ହେଲେ ସାବଧାନ ହୋଇଯା’ନ୍ତୁ। କାରଣ ରାଜଧାନୀର ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ। ଆଉ ଆପଣଙ୍କ ପିଲାମାନେ କେତେବେଳେ ବି ଏହି ରାକ୍ଷସମାନଙ୍କ ହାବୁଡ଼ରେ ପଡ଼ିଯାଇପାରନ୍ତି। ଛଅ ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକି ରାଜଧାନୀରେ ନାବାଳିକାମାନଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ୨୧ ତାରିଖରେ ଶବର ସାହି ଲେନ୍ […]

bbsr-1..1

bbsr-1..1

Niharika Rout
  • Published: Tuesday, 27 August 2019
  • Updated: 27 August 2019, 01:22 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ଛୋଟ ଛୋଟ ପିଲାମାନେ ଏକୁଟିଆ ସ୍କୁଲ୍ କିମ୍ବା ଟ୍ୟୁସନ୍‌ ଯାଉଛନ୍ତି କି? ତା’ହେଲେ ସାବଧାନ ହୋଇଯା’ନ୍ତୁ। କାରଣ ରାଜଧାନୀର ରାଜରାସ୍ତାରେ ବୁଲୁଛନ୍ତି ଯୌନ ପିପାସୁ। ଆଉ ଆପଣଙ୍କ ପିଲାମାନେ କେତେବେଳେ ବି ଏହି ରାକ୍ଷସମାନଙ୍କ ହାବୁଡ଼ରେ ପଡ଼ିଯାଇପାରନ୍ତି। ଛଅ ଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି, ଯାହାକି ରାଜଧାନୀରେ ନାବାଳିକାମାନଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ୨୧ ତାରିଖରେ ଶବର ସାହି ଲେନ୍ ଦେଇ ଜଣେ ନାବାଳିକା ସାଇକେଲ୍‌ରେ ଟ୍ୟୁସନ୍‌ ଯାଉଥିବା ବେଳେ ଜଣେ ବ୍ୟକ୍ତି ଏକ ଦୁଇ ଚକିଆ ଯାନରେ ଆସି ତାଙ୍କୁ ଅଟକାଇଥିଲେ ଏବଂ ତାଙ୍କ ସହିତ ଅସଦାଚରଣ କରିଥିବା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ଆଉ ଏହି ପୂରା ଘଟଣା ସିସିଟିଭିରେ କଏଦ୍ ହୋଇଛି। ଉକ୍ତ ବ୍ୟକ୍ତି ଜଣଙ୍କ କିଭଳି ବହୁ ସମୟ ଧରି ନାବାଳିକାର ପିଛା କରୁଛନ୍ତି, ତାହା ସିସିଟିଭି ଫୁଟେଜ୍‌ରୁ ସ୍ପଷ୍ଟ ଜଣାପଡୁଛି।

ଏଥିରେ ଦେଖିବାକୁ ମିଳିଛି, ଝିଅଟି ଏକ ନିଛାଟିଆ ସ୍ଥାନରେ ପହଞ୍ଚିବା କ୍ଷଣି ବ୍ୟକ୍ତିଜଣଙ୍କ ତାଙ୍କ ଆଡ଼କୁ ଦୁଇ ଚକିଆ ଯାନକୁ ମଡ଼ାଇ ନେବା ସହ ତାଙ୍କୁ ଅଟକିବାକୁ ବାଧ୍ୟ କରୁଛନ୍ତି। ତା’ପରେ ବିଚ୍ ରାସ୍ତାରେ ତାଙ୍କ ପ୍ରତି ଅସଦାଚରଣ କରୁଛନ୍ତି। ନାବାଳିକାଜଣକ ଚିତ୍କାର କରିବା ପରେ ବ୍ୟକ୍ତିଜଣଙ୍କ ସେଠାରୁ ତୁରନ୍ତ ଖସି ପଳାଉଛନ୍ତି।

ଏହି ଘଟଣାକୁ ୬ ଦିନ ବିତିଗଲାଣି। ହେଲେ ଏବେ ବି ଅଭିଯୁକ୍ତ ସେମିତି ବାହାରେ ବୁଲୁଛି। ବାରମ୍ବାର ଅଭିଯୋଗ କରାଯାଇଥିଲେ ବି ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଉକ୍ତ ନାବାଳିକାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଆଶ୍ଚର୍ଯ୍ୟର କଥା ସିସିଟିଭି ଫୁଟେଜ୍‌ରୁ ଗାଡ଼ିର ନମ୍ବର ପ୍ଲେଟ୍ ବି ସ୍ପଷ୍ଟ ଦେଖାଯାଉଛି । ଏହାସତ୍ତ୍ୱେ ଅଭିଯୁକ୍ତ ପାଖରେ କାହିଁକି ପହଞ୍ଚି ପାରୁନି ପୁଲିସ୍? ଉକ୍ତ ବ୍ୟକ୍ତିଜଣଙ୍କ ଯେଉଁଭଳି ଢଙ୍ଗରେ ଝିଅଟିକୁ ଅସଦାଚରଣ କରିଛନ୍ତି, ସେଥିରୁ ସେ ଜଣେ ଅଭ୍ୟାସଗତ ଅପରାଧୀ ବୋଲି ଜଣାପଡୁଛି। ଘଟଣାକୁ ନେଇ ପୁଲିସ୍‌ର ଉଦାସୀନତା ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି।  ଏନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story