ଦୋଳି ଖେଳୁ ଖେଳୁ ଚାଲିଗଲା ନାବାଳିକାଙ୍କ ଜୀବନ

ଜୟପୁର(ଟି. ଗୌରିଶଙ୍କର): ମନଖୁସିରେ ମୀନାବଜାର ବୁଲିଯିବା ମହଙ୍ଗା ପଡ଼ିଲା । ମୀନାବଜାରରେ ପଡ଼ିଥିବା ବ୍ରେକଡ୍ୟାନ୍ସ ଝୁଲାରେ ବସି ଝୁଲିବା ସମୟରେ ଚାଲିଗଲା ନାବାଳିକାଙ୍କ ଜୀବନ । ମୀନାବଜାର ବୁଲିବାକୁ ଯାଇଥିବା ପରିବାର ଶେଷରେ ଝିଅର ମୃତଦେହ ଧରି ଘରକୁ ଫେରିଲେ। ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଘଟିଛି। ମୃତା ନାବାଳିକା ହେଉଛନ୍ତି କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନ । କୋଟପାଡ଼ ସହରରେ ରଥଯାତ୍ରା […]

jhula

jhula

Niharika Rout
  • Published: Monday, 04 July 2022
  • Updated: 04 July 2022, 01:02 PM IST

Sports

Latest News

ଜୟପୁର(ଟି. ଗୌରିଶଙ୍କର): ମନଖୁସିରେ ମୀନାବଜାର ବୁଲିଯିବା ମହଙ୍ଗା ପଡ଼ିଲା । ମୀନାବଜାରରେ ପଡ଼ିଥିବା ବ୍ରେକଡ୍ୟାନ୍ସ ଝୁଲାରେ ବସି ଝୁଲିବା ସମୟରେ ଚାଲିଗଲା ନାବାଳିକାଙ୍କ ଜୀବନ । ମୀନାବଜାର ବୁଲିବାକୁ ଯାଇଥିବା ପରିବାର ଶେଷରେ ଝିଅର ମୃତଦେହ ଧରି ଘରକୁ ଫେରିଲେ। ଏପରି ହୃଦୟ ବିଦାରକ ଘଟଣା କୋରାପୁଟ ଜିଲ୍ଲା କୋଟପାଡ଼ ସହରରେ ଘଟିଛି। ମୃତା ନାବାଳିକା ହେଉଛନ୍ତି କୋଟପାଡ଼ ମିର୍ଗାନସାହି ନିବାସୀ ମହମଦ ୟାକୁବଙ୍କ ୧୩ ବର୍ଷର ଝିଅ ଆଲଫିଆ ବାନ ।

କୋଟପାଡ଼ ସହରରେ ରଥଯାତ୍ରା ସମୟରେ ମୀନାବଜାର ପଡ଼ିଥିଲା। ଏହି ମୀନାବଜାର ବୁଲିବାକୁ  ମହମଦ ୟାକୁବ  ପରିବାର ସହ ଯାଇଥିବା ବେଳେ ସେଠାରେ ଝିଅ ଆଲଫିଆ ବାନ ବ୍ରେକଡ୍ୟାନ୍ସ ଝୁଲାରେ ବସିଥିଲେ।

ଝୁଲା ଗୋଟିଏ ରାଉଣ୍ଡ ବୁଲିବା ପରେ ହଠାତ୍‌ ଆଲଫିଆ ବାନ ଅଚେତ ହୋଇପଡ଼ିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ  ମୃତ ଘୋଷଣା କରିଥିଲେ।

ମୀନାବଜାର ଅଘଟଣ ପରେ ଚେତିଲେ କୋଟପାଡ଼ ପ୍ରଶାସନ । ନାବାଳିକାଙ୍କ ମୃତ୍ୟୁ ପରେ ମୀନବଜାର ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କୋଟପାଡ଼ ଏନଏସି ଅଧ୍ୟକ୍ଷ ଏମ.ଶଙ୍କର ରାଓ  । ବ୍ରେକଡ୍ୟାନ୍ସ ଝୁଲା ପରି ବିପଦଜନକ ଖେଳ ପାଇଁ କିଏ ଅନୁମତି ଦେଲା ତାହାର ଏବେ ଖୋଳତାଡ଼ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story