ମୋତେ କ୍ଷମା କରିବ ବାବା…….

ଭଞ୍ଜନଗର(ରାଜେଶ ପଣ୍ଡା): ‘ମୋତେ କ୍ଷମା କରିବ ବାବା। ମୋ ସହ …. ଯାହା କରିଛି, ମୁଁ ଆଉ କେଉଁ ମୁହଁ ନେଇ ବଞ୍ଚିବି। ମତେ ଆଜି ବହୁତ ଖରାପ ଲାଗୁଛି। ମୁଁ ନିଜକୁ ଧିକ କରୁଛି। କାରଣ ତମେ ମୋ ପାଇଁ ଲଢ଼ିଲ, ଏତେ ଲୋକଙ୍କ ସାମ୍ନାକୁ ଗଲ, ମୁଁ ନିଜକୁ ପଚାରି ସାରିଛି, ମୋ ବାବା କେଉଁ ଭଳିଆ ଲୋକ ଥିଲେ। ଆଉ ଆଜି ପରିସ୍ଥିତିରେ କ’ଣ ସବୁ ଘଟିଗଲା। ମୁଁ ତମକୁ କେବେ କଷ୍ଟ […]

death

death

Niranjan Mishra
  • Published: Tuesday, 12 July 2022
  • Updated: 12 July 2022, 09:11 PM IST

Sports

Latest News

ଭଞ୍ଜନଗର(ରାଜେଶ ପଣ୍ଡା): ‘ମୋତେ କ୍ଷମା କରିବ ବାବା। ମୋ ସହ …. ଯାହା କରିଛି, ମୁଁ ଆଉ କେଉଁ ମୁହଁ ନେଇ ବଞ୍ଚିବି। ମତେ ଆଜି ବହୁତ ଖରାପ ଲାଗୁଛି। ମୁଁ ନିଜକୁ ଧିକ କରୁଛି। କାରଣ ତମେ ମୋ ପାଇଁ ଲଢ଼ିଲ, ଏତେ ଲୋକଙ୍କ ସାମ୍ନାକୁ ଗଲ, ମୁଁ ନିଜକୁ ପଚାରି ସାରିଛି, ମୋ ବାବା କେଉଁ ଭଳିଆ ଲୋକ ଥିଲେ। ଆଉ ଆଜି ପରିସ୍ଥିତିରେ କ’ଣ ସବୁ ଘଟିଗଲା। ମୁଁ ତମକୁ କେବେ କଷ୍ଟ ଦେବିନି। ବାବା ଆଉ ତମ ଆଖିରେ ଲୁହ ଦେଖିପାରିବିନି….’

ଏମିତି ଅନେକ ଛାତିର କୋହ କାଗଜରେ ଲେଖିଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ। ପ୍ରେମ, ପ୍ରତାରଣା ଓ ପରେ ଧୋକାର ଶିକାର ହୋଇ ବାପାଙ୍କ ଉଦ୍ଦେଶ୍ୟରେ ଏପରି ଭାବ ପ୍ରବଣ ଚିଠି ଲେଖି ଶେଷରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ କିଶୋରୀ। ଏପରି ଦୁଃଖଦ ଓ ହୃଦୟ ବିଦାରଣ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଘଟିଛି।

ତେବେ କିଶୋରୀ ଏକଦା ନଦୀକୁ ଗାଧୋଇ ଯାଉଥିବା ସମୟରେ ଉକ୍ତ ଗ୍ରାମର ଜଣେ କିଶୋର ଜୋରଜବରଦସ୍ତ ନଗ୍ନ ଫଟୋକୁ ଉଠାଇ ପରେ ଭାଇରାଲ କରିବାରୁ ସେ ଆତ୍ମହତ୍ୟା କରିଲେ ବୋଲି ପରିବାର ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ହୋଇଛି। ଏହି ଘଟଣାକୁ ନେଇ ଗାଁରେ ସମାଧାନ ନିମନ୍ତେ ବୈଠକ ବସିବା, ଦୁହିଁଙ୍କ ବିବାହ ସ୍ଥିର ହେବା, ପରେ ଅଭିଯୁକ୍ତ ନିଷ୍ପତ୍ତିକୁ ନ ମାନି କିଶୋରୀଙ୍କୁ ଧମକଚମକ ଦେବା ପ୍ରଭୃତି ବିଷୟ ଉଲ୍ଲେଖ କରାଯାଇଛି। ଏତଲାରେ ୩ ଜଣ ଅଭିଯୁକ୍ତଙ୍କ ନାମକୁ ଉଲ୍ଲେଖ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ତେବେ ଏହି ଘଟଣାକୁ ନେଇ ଲକୋ ଲଜ୍ଜାରେ ପୀଡ଼ିତ କିଶୋରୀ ଆତ୍ମହତ୍ୟା କରିଥିଲେ ବୋଲି ସୁଇସାଇଡ୍ ନୋଟ୍‌ରୁ ଜଣାପଡ଼ିଛି। ଅଭିଯୁକ୍ତ ଜଣକ ମଧ୍ୟ ନାବାଳକ ହୋଇଥିବାରୁ ଘଟଣା ଖୁବ୍ ସମ୍ବେଦନଶୀଳ ହୋଇଯାଇଛି।

ଏହି କିଶୋରୀ ତାଙ୍କ ସୁଇସାଇଡ୍ ନୋଟ୍‌ରେ ଆହୁରି ଲେଖିଛନ୍ତି, ‘ଯେଉଁ ଝିଅ ତା ବାପା ଆଖିରେ ଲୁହ ଦେଇଛି, ଏ ଦୁନିଆରେ ତା ପାଇଁ କ୍ଷମା ନାହିଁ। ସ୍ୱୟଂ ଭଗବାନ ଚାହିଁଲେ ବି ତାକୁ କ୍ଷମା କରିପାରିବେନାହିଁ। କାରଣ ବାପା, ମା’ ଦେବତା ସମାନ। ତାଙ୍କ ପରି ଲୋକଙ୍କୁ ମୁଁ ଆଜି କେମିତି କଷ୍ଟ ଦେଲି। ଏତେ କଷ୍ଟ ଦେଲା ପରେ ବି ମୋ ବାବା ଆଜି ମୋ ଭୁଲକୁ କ୍ଷମା କରି ମୋ ସାଙ୍ଗରେ ଛିଡ଼ା ହୋଇଛନ୍ତି। କିନ୍ତୁ ମୋ ବାବା ମୋ ପାଇଁ ଏତେ ସବୁ କରୁଛନ୍ତି। ହେଲେ ମୁଁ ତାଙ୍କର ମୂଲ୍ୟ ବୁଝିପାରୁନି।

ଯେଉଁ ଝିଅ ତା ବାପା, ମା’ଙ୍କ ଆଖିରେ ଲୁହ ଦେଇଛି, ତାର ଏ ଦୁନିଆଁରେ ବଞ୍ଚିବାର କୌଣସି ଅଧିକାର ନାହିଁ। କିନ୍ତୁ ଆଜି ମୁଁ ବୁଝି ସାରିଛି, ମୋ ବାବା ଦେବତା ପରି, ତାଙ୍କ ପରି ଲୋକଙ୍କ ଆଖିରେ ଲୁହ ଦେଇଛି।……

ସେଥିପାଇଁ ମୁଁ ଆଉ ବଞ୍ଚିବାକୁ ଚାହୁଁନି, ମରିବାକୁ ଚାହେଁ। ମୁଁ ମରିଲେ ମୋ ବାପା କି ମାଆ କେହିବି ଦାୟି ନୁହେଁ। ମୋ ଡିସିସନ୍, ମୁଁ ନିଜେ ଡିସାଇଡ୍ କରିଛି।

ଗୁଡ୍‌ ବାଏ ବାବା, ମୁଁ ଏ ଦୁନିଆ ଛାଡ଼ି ସବୁ ଦିନ ପାଇଁ ଚାଲି ଯାଉଛି। ମୁଁ ଭାବୁଛି ଆର ଜନ୍ମରେ ମତେ ତମ ପରିକା ବାପା, ମାଆ ଦରକାର। ତମେମାନେ ମୋ ପାଇଁ ଯେତିକି କର୍ତ୍ତବ୍ୟ କରିଛ, ମୁଁ ଆର ଜନ୍ମରେ ମଧ୍ୟ ତାର ଋଣ ସୁଝି ପାରିବନି।

ମୁଁ କହିବି ଯଦି ପାପା ହବତ ଏମିତି, ଆଉ ଏତିକି ବି କହିବି ଯେ, ଏ ଦୁନିଆରେ ସବୁଠାରୁ ମୋ ପାପା ଭଲ ଠୁ ବି ଆହୁରି ଅଧିକ ଭଲ।

ଆଇ ଲଭ ୟୁ ପାପା, ଆଇ ଲଭ ୟୁ ମାଆ। ଆଇ ମିସ୍ ୟୁ।

ମୁଁ ମରିଲା ପରେ ବି ତମକୁ ଝୁରୁଥିବି, ମୁଁ କେବେବି ତୁମମାନଙ୍କୁ ଭୁଲି ପାରିବିନି।

ମୁଁ ଏତିକି ଭଗବାନଙ୍କ ଆଗରେ ପ୍ରାର୍ଥନା କରୁଛି, ତମେମାନେ ଭଲରେ ରୁହ। ତମ ଖୁସି ଦେଖିଲେ ମୁଁ ବହୁତ ଖୁସି ହେବି।

ମୋ ଆତ୍ମାକୁ ମଧ୍ୟ ଖୁସି ମିଳିବ। ତମ ଖୁସିକୁ ଦେଖି ମୁଁ ବହୁତ ଖୁସି ଅନୁଭବ କରିବି। କିନ୍ତୁ ତମେ ଆଜି ଯାହା ପାଇଁ କାନ୍ଦୁଛ, ମୁଁ ତାହା ଠାରୁ ପ୍ରତିଶୋଧ ନ ନେଲା ପର୍ଯ୍ୟନ୍ତ ମୋ ଆତ୍ମାକୁ ଶାନ୍ତି ମିଳିବନି।

ମୁଁ ତୁମକୁ ଏତିକି ରିକ୍ୟୁଏଷ୍ଟ କରୁଛି ତମେ ମୋ କଥା ମନେ ପକେଇକି ନିଜକୁ କଷ୍ଟ ଦେବନି। ଯଦି ତମେ ଭାଙ୍ଗି ପଡ଼ିବ, ତାହେଲେ ଆମ ପରିବାର କେମିତି ଚଳିବ। ଆମ ଘରେ ଆଉ ବି ଦୁଇଟା ପିଲା ଅଛନ୍ତି ନା, ତାଙ୍କ କଥା କିଏ ବୁଝିବ। ସେଥିପାଇଁ ମୁଁ ତମକୁ ହାତ ଯୋଡ଼ି ରିକ୍ୟୁଏଣ୍ଟ କରୁଛି ପାପା ମୋ କଥା ପ୍ଲିଜ୍ ଭାବିବନି, ତମକୁ ବହୁତ କଷ୍ଟ ହବ। ରହିଲି ଗୁଡ଼୍ ବାୟ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story