ଧରିବେ କହି ୪ ଦିନର ଶିଶୁକୁ ମା’ କୋଳରୁ ନେଇ ଫେରାର

ବାରିପଦା (ମାଣିକ ଲାଲ ପାଣି): ପ୍ରଥମେ ପାଖକୁ ଆସି କଥା ହେଲେ। ଛୁଆଟି ଭଲ ହୋଇଛି ବୋଲି କହିଲେ। ତା’ପରେ ଟିକେ ଧରିବେ ବୋଲି କହିଲେ। ଛୁଆଟିକୁ ମା’ କୋଳରୁ ନେବା ପରେ ବୁଲାଇ ଆଣିବେ ବୋଲି କହି ଫେରାର ହୋଇଗଲେ। ଗତକାଲି ଏମିତି ଢଙ୍ଗରେ ମା’ କୋଳରୁ ଚୋରି ହୋଇଯାଇଥିଲା ଏକ ୪ ଦିନର ଶିଶୁ କନ୍ୟା। କିନ୍ତୁ ପୁଲିସ୍‌ ସଙ୍ଗେ ସଙ୍ଗେ ଖୋଳତାଡ଼ ଆରମ୍ଭ କରି ଛୁଆଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲା। ତା’ସହିତ […]

bpd

bpd

Niharika Rout
  • Published: Thursday, 25 February 2021
  • Updated: 25 February 2021, 08:28 AM IST

Sports

Latest News

ବାରିପଦା (ମାଣିକ ଲାଲ ପାଣି): ପ୍ରଥମେ ପାଖକୁ ଆସି କଥା ହେଲେ। ଛୁଆଟି ଭଲ ହୋଇଛି ବୋଲି କହିଲେ। ତା'ପରେ ଟିକେ ଧରିବେ ବୋଲି କହିଲେ। ଛୁଆଟିକୁ ମା' କୋଳରୁ ନେବା ପରେ ବୁଲାଇ ଆଣିବେ ବୋଲି କହି ଫେରାର ହୋଇଗଲେ। ଗତକାଲି ଏମିତି ଢଙ୍ଗରେ ମା’ କୋଳରୁ ଚୋରି ହୋଇଯାଇଥିଲା ଏକ ୪ ଦିନର ଶିଶୁ କନ୍ୟା। କିନ୍ତୁ ପୁଲିସ୍‌ ସଙ୍ଗେ ସଙ୍ଗେ ଖୋଳତାଡ଼ ଆରମ୍ଭ କରି ଛୁଆଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲା। ତା'ସହିତ ୨ ଜଣ ମହିଳାଙ୍କୁ ଗିରଫ କରିଛି।

ବାରିପଦା ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌ରେ ଏହି ଘଟଣା ଘଟିଥିଲାା। ଅଭିଯୋଗ ଅନୁସାରେ, ଏହି ଡାକ୍ତରଖାନା ପରିସରରେ କିଛି ଦିନ ହେଲା ବୁଲାବୁଲି କରୁଥିବା ଏହି ଦୁଇ ମହିଳା ଉକ୍ତ ନବଜାତ କନ୍ୟାଟିର ବାପା-ମା’ଙ୍କ ସହ ସଂପର୍କ ଯୋଡ଼ିଥିଲେ। ଆଉ ଗତକାଲି ପିଲାଟିକୁ ଧରି ଫେରାର ହୋଇଯାଇଥିଲେ।  ଏନେଇ ଶିଶୁଟିର ପରିବାର ଲୋକ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ।

ପୁଲିସ୍ ଘଟଣାର ଛାନ୍‌ଭିନ୍ କରି‌ ବାରିପଦା ସହର ଉପକଣ୍ଠ ରାଗଧା ଅଞ୍ଚଳରୁ ଏହି ଦୁଇ ମହିଳାଙ୍କୁ କାବୁ କରିଥିଲା ଓ ଶିଶୁଟିକୁ ଉଦ୍ଧାର କରି  ବାପାମା’ଙ୍କୁ ହସ୍ତାନ୍ତର କରିଥିଲା।

ଗିରଫ ମହିଳାଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଅଞ୍ଚଳର। ସେହିପରି ଅନ୍ୟଜଣେ ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ବୋଲି ଜଣାପଡ଼ିଛି।  ତେବେ ସେମାନେ କାହିଁକି ଶିଶୁଟିକୁ ଚୋରି କରିଥିଲେ, ସେ ନେଇ ପୁଲିସ୍ ତଦନ୍ତ କରୁଛି।

ଏହି ଘଟଣା ସଂପର୍କରେ ବାରିପଦା ଟାଉନ ଥାନା ଅଧିକାରୀ କହିଛନ୍ତି,  ଅଭିଯୋଗ ପାଇବା ପରେ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏକ ସୂଚନା ଆଧାରରେ ରାଗଧା ଅଞ୍ଚଳରେ ରେଡ୍‌ କରାଯାଇଥିଲା ଓ ଛୁଆଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗିରଫ ଦୁଇ ମହିଳାଙ୍କୁ ପଚରାଉଚରା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story