ଶାଳପତ୍ର ତୋଳୁଥିଲେ, ଦଳିଦେଲା ଦନ୍ତା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବିଶ୍ରା ରେଞ୍ଜ ମଣ୍ଡପ ଗାଁରେ  ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସମର ଓରାମ।  ଆଜି ସକାଳେ ଶାଳପତ୍ର ତୋଳିବାକୁ ସେ ଘର ପଛପଟ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ପଲ ହାବୁଡରେ ପଡିଯାଇଥିଲେ।  ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି।  ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ପ୍ରୟାସ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଉରକେଲା ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ୯ ଜଣଙ୍କ […]

eliphant

Rakesh Mallick
  • Published: Friday, 11 May 2018
  • , Updated: 11 May 2018, 03:17 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲା ବିଶ୍ରା ରେଞ୍ଜ ମଣ୍ଡପ ଗାଁରେ  ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସମର ଓରାମ।  ଆଜି ସକାଳେ ଶାଳପତ୍ର ତୋଳିବାକୁ ସେ ଘର ପଛପଟ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ପଲ ହାବୁଡରେ ପଡିଯାଇଥିଲେ।  ହାତୀ ଦଳିଦେବାରୁ ତାଙ୍କର ମୃତ୍ୟୁ ହୋଇଛି।  ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବାକୁ ପ୍ରୟାସ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ରାଉରକେଲା ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ୯ ଜଣଙ୍କ ଜୀବନ ଗଲାଣି।

Related story