ମାତ୍ର ୫୦୦ ଟଙ୍କା ପାଇଁ ବନ୍ଧୁଙ୍କୁ ହତ୍ୟା, ଜାଣନ୍ତୁ, କେଉଁଠି ଓ କିପରି ?

ନୂଆଦିଲ୍ଲୀ: ମାତ୍ର ୫୦୦ ଟଙ୍କା ପାଇଁ ଛାତିରେ ବାରମ୍ବାର ଛୁରି ମାରି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମୃତ ଯୁବକଙ୍କ ବନ୍ଧୁ ଓ ତା’ର ଦୁଇ ସହଯୋଗୀ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଏଭଳି ଜଘନ୍ୟ କାଣ୍ଡ ରାଜଧାନୀ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ମଙ୍ଗଳବାର ରାତିରେ ହିଁ ଘଟିଛି। ପୁଲିସ୍ ଏହି ମାମଲାରେ ଅଭିଯୁକ୍ତ ବନ୍ଧୁ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିବାବେଳେ ଅନ୍ୟଜଣେ ନାବାଳକ ଅଭିଯୁକ୍ତକୁ ଅଟକ ରଖିଛି। ସମ୍ପୂର୍ଣ୍ଣ ଘଟଣା […]

murder

murder

Jitendra Garnayak
  • Published: Thursday, 23 August 2018
  • Updated: 23 August 2018, 10:05 AM IST

Sports

Latest News

ନୂଆଦିଲ୍ଲୀ: ମାତ୍ର ୫୦୦ ଟଙ୍କା ପାଇଁ ଛାତିରେ ବାରମ୍ବାର ଛୁରି ମାରି ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ମୃତ ଯୁବକଙ୍କ ବନ୍ଧୁ ଓ ତା'ର ଦୁଇ ସହଯୋଗୀ। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି। ଏଭଳି ଜଘନ୍ୟ କାଣ୍ଡ ରାଜଧାନୀ ଦିଲ୍ଲୀର କଲ୍ୟାଣପୁରୀ ଅଞ୍ଚଳରେ ମଙ୍ଗଳବାର ରାତିରେ ହିଁ ଘଟିଛି। ପୁଲିସ୍ ଏହି ମାମଲାରେ ଅଭିଯୁକ୍ତ ବନ୍ଧୁ ଓ ତାର ଜଣେ ସହଯୋଗୀକୁ ଗିରଫ କରିଥିବାବେଳେ ଅନ୍ୟଜଣେ ନାବାଳକ ଅଭିଯୁକ୍ତକୁ ଅଟକ ରଖିଛି।

ସମ୍ପୂର୍ଣ୍ଣ ଘଟଣା ଏହିପରି। କଲ୍ୟାଣପୁରୀ ଅଞ୍ଚଳର ୨୪ ବର୍ଷର ଯୁବକ ଶାହାରୁଖ୍‌, ତାଙ୍କ ବନ୍ଧୁ ମୁକେଶ(୩୦)ର ପତ୍ନୀଙ୍କୁ ଏକ ମାସ ତଳେ ୫ଶହ ଟଙ୍କା ଧାର୍‌ ସୂତ୍ରରେ ଦେଇଥିଲେ। ଏହି ଟଙ୍କା ମାଗିବାକୁ ଶାହାରୁଖ ମଙ୍ଗଳବାର ସନ୍ଧ୍ୟାରେ ମୁକେଶ୍‌ର ଘରକୁ ଯାଇଥିଲେ। ତେବେ ସେତେବଳେ ମୁକେଶ୍ ଘରେ ନଥିଲା। ରାତିରେ ଘରକୁ ଫେରିବା ପରେ ପତ୍ନୀଙ୍କ ଠାରୁ ଶାହାରୁଖ୍‌ ଟଙ୍କା ମାଗିବାକୁ ଆସିଥିବା ଜାଣିବା ପରେ ଖୁବ୍ ରାଗି ଯାଇଥିଲା। ନିଜର ସହଯୋଗୀ ଖଲିଦ୍ (୨୦) ଓ ଅନ୍ୟଜଣେ ନାବାଳକ ସହ ମିଶି ମୁକେଶ୍ ଶାହାରୁଖ୍‌କୁ ଖୋଜିବା ପାଇଁ ଘରୁ ବାହାରି ଯାଇଥିଲା।

ପୁଲିସ୍ ସୂଚନା ଅନୁଯାୟୀ, ମୁକେଶ୍ ଏତେ ରାଗି ଯାଇଥିଲା ଯେ ଶାହାରୁଖ୍‌ଙ୍କୁ ପାଇବା ମାତ୍ରେ ଛୁରିରେ ଆକ୍ରମଣ କରିଥିଲା। ମୁକେଶ୍ ଓ ତା'ର ୨ ସହଯୋଗୀ ମିଶି ମୁକେଶ୍‌ର ଛାତିରେ ୧୨ ଥର ଛୁରି ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ଶାହାରୁଖ୍‌ଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍‌ର କହିବା ଅନୁସାରେ, ଗଣ୍ଡଗୋଳ ଓ  ଡକାୟତି ମାମଲାରେ ମୁକେଶ ପୂର୍ବରୁ ମଧ୍ୟ ଗିରଫ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story