ଧାନଗଦା ଜାଳିବା ଅଭିଯୋଗରେ ଜଣଙ୍କୁ ନିର୍ଧୁମ ପିଟିଲେ

ଆଳି (ବନମାଳୀ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦେଉଳସାହି ଗାଁର ଏକ ଖଳାରେ ଥିବା ୩ଟି ଧାନ ଗଦାରେ ନିଆଁ ଳାଗିବା ଅଭିଯୋଗରେ ଜଣେ ଲୋକଙ୍କୁ ବିଦ୍ୟୁତ୍‌ ଖଣ୍ଟରେ ବାନ୍ଧି ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଁର ବାବୁରାମ ଜେନା ଏହି ନିଆଁ ଲଗାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏପରିକି ତାଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ପରେ ପୁଲିସ୍‌ ଜିମାରେ ଦେଇଥିଲେ। […]

alimmmmmmmmmmmmmm

alimmmmmmmmmmmmmm

Tapaswini Nayak
  • Published: Tuesday, 08 January 2019
  • Updated: 08 January 2019, 02:30 PM IST

Sports

Latest News

ଆଳି (ବନମାଳୀ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଦେଉଳସାହି ଗାଁର ଏକ ଖଳାରେ ଥିବା ୩ଟି ଧାନ ଗଦାରେ ନିଆଁ ଳାଗିବା ଅଭିଯୋଗରେ ଜଣେ ଲୋକଙ୍କୁ ବିଦ୍ୟୁତ୍‌ ଖଣ୍ଟରେ ବାନ୍ଧି ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ଖବର ପାଇ ଅଗ୍ନିଶମ ବାହିନୀ ଗାଁରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗାଁର ବାବୁରାମ ଜେନା ଏହି ନିଆଁ ଲଗାଇଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଏପରିକି ତାଙ୍କୁ ଖୁଣ୍ଟରେ ବାନ୍ଧି ପିଟିବା ପରେ ପୁଲିସ୍‌ ଜିମାରେ ଦେଇଥିଲେ।

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୦ଟା ଧାନ ଗଦାରେ ନିଆଁ ଲାଗିଥିବା କିଛି ଲୋକ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story