କଟକର ଘରୋଇ ହସ୍ପିଟାଲ୍‌ରେ ଭୟଙ୍କର ନିଆଁ

କଟକ (ଓଡ଼ିଶା ରିପୋର୍ଟର): କଟକ ତୁଳସୀପୁର ସ୍ଥିତ ‘ସନ୍ ହସ୍ପଟାଲ୍‌’ରେ ନିଆଁ ଲାଗି ଯାଇଛି। ନିଆଁ ଲାଗିଥିବା ହସ୍ପିଟାଲରୁ ପ୍ରବଳ ଧୂଆଁ ନିର୍ଗତ ହେଉଛି। ହସ୍‌ପିଟାଲ୍‌ର ପୂରା ଉପର ମହଲାରେ ନିଆଁ ଲାଗିଛି।  ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନି। ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୫ଟି ଅଗ୍ନିଶମ ଗାଡ଼ି ଉଦ୍ୟମ କରୁଛି। ହସ୍‌ପିଟାଲ୍‌ରେ ଥିବା ଗୁରୁତର ରୋଗୀମାନଙ୍କୁ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,  କମିଶନର, […]

fir1

fir1

Jitendra Garnayak
  • Published: Monday, 01 February 2021
  • Updated: 01 February 2021, 02:02 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ତୁଳସୀପୁର ସ୍ଥିତ ‘ସନ୍ ହସ୍ପଟାଲ୍‌’ରେ ନିଆଁ ଲାଗି ଯାଇଛି। ନିଆଁ ଲାଗିଥିବା ହସ୍ପିଟାଲରୁ ପ୍ରବଳ ଧୂଆଁ ନିର୍ଗତ ହେଉଛି। ହସ୍‌ପିଟାଲ୍‌ର ପୂରା ଉପର ମହଲାରେ ନିଆଁ ଲାଗିଛି।  ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନି। ନିଆଁ ଲିଭାଇବାକୁ ଘଟଣା ସ୍ଥଳରେ ୫ଟି ଅଗ୍ନିଶମ ଗାଡ଼ି ଉଦ୍ୟମ କରୁଛି। ହସ୍‌ପିଟାଲ୍‌ରେ ଥିବା ଗୁରୁତର ରୋଗୀମାନଙ୍କୁ ଅନ୍ୟ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,  କମିଶନର, ଡିସିପି, ବିଧାୟକ ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି, ନିଆଁ ଲିଭା ସରିଥିବା ବେଳେ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ୧୧ ରୋଗୀଙ୍କୁ ଏସ୍‌ସିବି ସମେତ ଅନ୍ୟ  ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅଗ୍ନିଶମ ବାହିନୀ ତଦନ୍ତ କରି ରିପୋର୍ଟ ଦେବା ପରେ ପଦକ୍ଷେପ ନିଆଯିବ।

ଏନେଇ କଟକ ବିଧାୟକ ମହମ୍ମଦ ମୁକିମ କହିଛନ୍ତି, ସନ୍‌ ନର୍ସିଂହୋମ କଟକର ବହୁ ପୁରୁଣା ନର୍ସିଂହୋମ। ଏହା ଉପରେ କିଚେନ, ଟ୍ରେନିଂ ସେଣ୍ଟର ଥିବା ବେଳେ ସେଠାରୁ ନିଆଁ ବ୍ୟାପିଥିବା ଅନୁମାନ କରାଯାଉଛି। ସମସ୍ତଙ୍କ ସହଯୋଗରେ ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବାରୁ କେହି ଏଥିରେ ଆହତ ହୋଇ ନାହାନ୍ତି। ତେଣୁ ଯେକୌଣସି ନର୍ସିଂହୋମକୁ ଲାଇସେନ୍ସ ଦେବା ପୂର୍ବରୁ ପୁଙ୍ଖାନୁପୁଙ୍ଖ ଭାବେ ସମସ୍ତ ଭିତ୍ତିଭୂମିର  ତଦନ୍ତ କରିବା ଆବଶ୍ୟକ।

ସୂଚନାଯୋଗ୍ୟ, ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ ଭାବେ ତଦାରଖ କରାଯାଉ ନ ଥିବାରୁ ବାରମ୍ବାର ଏପରି ଅଘଟଣ ଘଟୁଥିବା ଅଭିଯୋଗ ହେଉଛି। କରୋନା ସମୟରେ  ଜଗତପୁରସ୍ଥିତ ସଦଗୁରୁ ହସ୍ପିଟାଲରେ ନିଆଁ ଲାଗିଥିବା ବେଳେ ବହୁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଘଟଣାର ତଦନ୍ତ କରି ହସ୍ପିଟାଲକୁ କ୍ଲିନ୍‌ ଚିଟ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story