ରାତିରେ ସାଙ୍ଗ ହୋଇ ମଦ ପିଇଲେ: ବୋବାଲ୍‌ ହେଲେ, ଟାଙ୍ଗିଆରେ ହାଣିଲେ

ବୀରମିତ୍ରପୁର (ରାକେଶ ସାହୁ): ରାତିରେ ସାଙ୍ଗ ହୋଇ ମଦ ପିଇଲେ! ନିଶାରେ ବୋବାଲ୍‌ କଲେ। ସାଙ୍ଗ ହୋଇ ଗୋଟିଏ ଖଟରେ ଶୋଇଥିଲେ। ଆଉ ଯାହାକୁ ପାଖରେ ଶୁଆଇଥିଲେ, ତାଙ୍କୁ ଆଜି ପାହାନ୍ତିଆରେ ଟାଙ୍ଗିଆରେ ହାଣି ହତ୍ୟା କଲେ। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ଦଲକି ପଞ୍ଚାୟତ କଲୋନୀ ପଡାର କଲେବର […]

Birmitrapur

Birmitrapur

Manoranjan Sial
  • Published: Friday, 21 October 2022
  • Updated: 21 October 2022, 05:24 PM IST

Sports

Latest News

ବୀରମିତ୍ରପୁର (ରାକେଶ ସାହୁ): ରାତିରେ ସାଙ୍ଗ ହୋଇ ମଦ ପିଇଲେ! ନିଶାରେ ବୋବାଲ୍‌ କଲେ। ସାଙ୍ଗ ହୋଇ ଗୋଟିଏ ଖଟରେ ଶୋଇଥିଲେ। ଆଉ ଯାହାକୁ ପାଖରେ ଶୁଆଇଥିଲେ, ତାଙ୍କୁ ଆଜି ପାହାନ୍ତିଆରେ ଟାଙ୍ଗିଆରେ ହାଣି ହତ୍ୟା କଲେ। ଆଜି ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।

ଦଲକି ପଞ୍ଚାୟତ କଲୋନୀ ପଡାର କଲେବର ପ୍ରଧାନ ଜଣେ ଅବସରପ୍ରାପ୍ତ କନ୍‌ଷ୍ଟେବଳ। ଚାକିରିରୁ ଅବସର ପରେ ପରିବାର ଲୋକଙ୍କ ସହ ନିଜ ଘରେ ରହୁଥିଲେ। ଗୁରୁବାର ସନ୍ଧ୍ୟାରେ ବେଳେ ସେ ତାଙ୍କ ସାଙ୍ଗ ସମୀର କିସାନଙ୍କ ଘରକୁ ଯାଇଥିଲେ। ରାତିରେ ଉଭୟ ମିଶି ମଦ ପିଇଥିଲେ। ମଦ ନିଶାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ରାତି ଅଧିକ ହୋଇଥିବାରୁ ତାଙ୍କ ଘରେ ରହିଯାଇଥିଲେ କଲେବର। ଉଭୟ ଗୋଟିଏ ଖଟରେ ଶୋଇଥିଲେ।

ଆଜି ଭୋର ପ୍ରାୟ ୫ଟା ବେଳେ ଶୋଇଥିବା ଅବସ୍ଥାରେ କଲେବରଙ୍କୁ ସମୀର ଟାଙ୍ଗିଆରେ ଆକ୍ରମଣ କରିଥିଲା। କଲେବରଙ୍କ ମୁଣ୍ଡ ଓ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିତ୍କାର ଶୁଣି ପାଖ ପଡ଼ୋଶୀ ସମୀରଙ୍କ ଘରେ ପହଞ୍ଚି ଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଟରେ ପଡ଼ିଥିବା କଲେବରଙ୍କୁ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ ଆକ୍ରମଣ କରି ସମୀର ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ଗାଁ ଲୋକେ ତାଙ୍କୁ ଦଲକି ବ୍ରିଜ୍‌ ନିକଟରୁ କାବୁ କରି ରାଏବଗା ଥାନାକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ଥାନାକୁ ଆଣି ପଛରାଉଚରା କରୁଛି। ସେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁଲିସ୍‌ ପାଖରେ ସ୍ୱୀକାର କରିଛି। ତେବେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ ଓ ସୁନ୍ଦରଗଡ଼ ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ୍‌ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story