ଥାନା ଅଧିକାରୀଙ୍କ ଛୋଟିଆ ଉଦ୍ୟମ କୁନି ମୁହଁରେ ହସ ଫୁଟାଇଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ ଦୁଃଖରେ ବସୁଥିଲେ। ଖାଇବା, ପିଇବା ଏବଂ ଶୋଇବା ସବୁ ଯେମିତି ଭୁଲି ଯାଇଥିଲେ। ନିଜର ପ୍ରିୟ ଜିନିଷଟି ହାତରୁ ଚାଲିଗଲା ପରେ ତାଙ୍କ ମନ ଆଉ କେଉଁଥିରେ ଲାଗୁ ନଥିଲା। ହେଲେ ସେଇ କୁନି ମୁହଁରେ ହସ ଫୁଟାଇଛନ୍ତି ପୁଲିସ ଅଧିକାରୀ। ଚୋରି ହୋଇଥିବା ସାଇକେଲକୁ ଉଦ୍ଧାର କରି ୮ ବର୍ଷର ବାଳକକୁ ତାର ଖୁସି ଫେରାଇ ଦେଇଛନ୍ତି ଜଣେ ଲେଡି ପୁଲିସ ଅଧିକାରୀ। ଏଥିସହ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। […]

6bn

6bn

Tapas Behera
  • Published: Monday, 01 February 2021
  • Updated: 01 February 2021, 04:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ ଦୁଃଖରେ ବସୁଥିଲେ। ଖାଇବା, ପିଇବା ଏବଂ ଶୋଇବା ସବୁ ଯେମିତି ଭୁଲି ଯାଇଥିଲେ। ନିଜର ପ୍ରିୟ ଜିନିଷଟି ହାତରୁ ଚାଲିଗଲା ପରେ ତାଙ୍କ ମନ ଆଉ କେଉଁଥିରେ ଲାଗୁ ନଥିଲା। ହେଲେ ସେଇ କୁନି ମୁହଁରେ ହସ ଫୁଟାଇଛନ୍ତି ପୁଲିସ ଅଧିକାରୀ। ଚୋରି ହୋଇଥିବା ସାଇକେଲକୁ ଉଦ୍ଧାର କରି ୮ ବର୍ଷର ବାଳକକୁ ତାର ଖୁସି ଫେରାଇ ଦେଇଛନ୍ତି ଜଣେ ଲେଡି ପୁଲିସ ଅଧିକାରୀ। ଏଥିସହ ଅଭିଯୁକ୍ତଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଏମିତି ଏକ ଘଟଣାଘଟିଛି। ପାର୍ଥ ଦାଶ ନାମକ ଜଣେ ୮ ବର୍ଷର ବାଳକକୁ  ନଭେମ୍ବର ୨୦ରେ ତାଙ୍କର ଆଣ୍ଟି ସୋଭା ସାହୁ ଏକ ବାଇସାଇକେଲ ଉପହାର ଦେଇଥିଲେ। ହେଲେ ୩୦।୧୨।୨୦୨୦ରେ ଏହି ବାଇସାଇକେଲଟି ଚୋରି ହୋଇଯାଇଥିଲା। ଏନେଇ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଅଭିଯୋଗକୁ ଗୁରୁତର ସହ ନେଇଥିଲେ। ପରେ ପୁଲିସ ଅଭିଯୁକ୍ତକୁ ଧରିବା ସହ ସାଇକେଲକୁ ମଧ୍ୟ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛନ୍ତି। ଗିରଫ ଅଭିଯୁକ୍ତ ହେଉଛି ପ୍ରଦୀପ ମହାନ୍ତି। ସାଇକେଲ ମିଳିବା ପରେ ସମ୍ପୃକ୍ତ ବାଳକ ବେଶ ଖୁସି ଜାହିର କରିବା  ସହ ପରବାର ଲୋକେ ପୁଲିସକୁ କୃତଜ୍ଞତା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story