ଶିକ୍ଷକଙ୍କ ତଣ୍ଟି କାଟି ଦେଲା ପାଗଳ, ଚାଲିଗଲା ଜୀବନ

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ବାଇକ୍‌ରେ ଯାଉଥିବା ଜଣେ ଶିକ୍ଷକଙ୍କୁ ପାଗଳଟିଏ ଅଟକାଇଲା ଓ ସେ କିଛି ବୁଝିବା ଆଗରୁ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଲା। ଆଉ ସେଇଠାରେ ହିଁ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ। ମୃତ ଶିକ୍ଷକଙ୍କ ନାଁ ମୁକୁନ୍ଦ ପ୍ରସାଦ ନାଥଶର୍ମା। ସେ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଡଙ୍ଗାସିଲ ଅଞ୍ଚଳରେ। […]

Deadbody

Deadbody

Jitendra Garnayak
  • Published: Friday, 24 December 2021
  • Updated: 24 December 2021, 03:26 PM IST

Sports

Latest News

କଲ୍ୟାଣସିଂହପୁର (ଓଡ଼ିଶା ରିପୋର୍ଟର): ବାଇକ୍‌ରେ ଯାଉଥିବା ଜଣେ ଶିକ୍ଷକଙ୍କୁ ପାଗଳଟିଏ ଅଟକାଇଲା ଓ ସେ କିଛି ବୁଝିବା ଆଗରୁ ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟି ଦେଲା। ଆଉ ସେଇଠାରେ ହିଁ ଚାଲିଗଲା ଶିକ୍ଷକଙ୍କ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଅଞ୍ଚଳରେ।

ମୃତ ଶିକ୍ଷକଙ୍କ ନାଁ ମୁକୁନ୍ଦ ପ୍ରସାଦ ନାଥଶର୍ମା। ସେ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତୁରେଇଘାଟି ବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଡଙ୍ଗାସିଲ ଅଞ୍ଚଳରେ। ଆଜି ସ୍କୁଲ୍‌କୁ ଯାଇ ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ସେ ବାଇକ୍‌ରେ ଡଙ୍ଗାସିଲ ଫେରୁଥିଲେ। ଏହି ସମୟରେ ବାଟରେ ଜଣେ ପାଗଳ ତାଙ୍କୁ ଅଟକାଇଥିଲା। ଆଉ ସେ ଅଟକିବା ମାତ୍ରେ ପାଗଳିଟି ଅତର୍କିତ ଭାବେ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲା। ଏଥିରେ ମୁକୁନ୍ଦଙ୍କ ବେକ କଟି ଯାଇଥିଲା। ଘଟଣାସ୍ଥଳରେ ସେ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ପାଗଳଟି ସେଠାରୁ କୁଆଡ଼େ ଉଭାନ ହୋଇଯାଇଥିଲା।

ଏହି ଘଟଣା ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପକ୍ଷରେ ମୁକୁନ୍ଦଙ୍କ ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story