ଭାସିଗଲା ଅସ୍ଥାୟୀ ପୋଲ, ଫସି ରହିଛି ହଜାର ହଜାର ଟ୍ରକ୍‌

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ରେ ୨୧୫ ଜାତୀୟ ରାଜପଥର ନାରାୟଣ ପୋଷ କମାଣ୍ଡ ନିକଟର ଥିବା ଏକ ଅସ୍ଥାୟୀ ପୋଲ ଭାସିଯାଇଛି। ଗତକାଲି ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢ଼ି ଯାଇଥିଲା ଓ ଏଥିରେ ପୋଲଟି ଭାସି ଯାଇଥିଲା। ଅସ୍ଥାୟୀ ପୋଲଟି ଭାସିଯିବାରୁ କଲଟା-କୋଇଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଟ୍ରକ୍‌ ଛିଡ଼ା ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନଃନିର୍ମାଣ କାମ ଆରମ୍ଭ କରାଯାଇଥିଲେ ମଧ୍ୟ […]

truck

truck

Jitendra Garnayak
  • Published: Friday, 21 August 2020
  • Updated: 21 August 2020, 09:37 AM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ୍‌ରେ ୨୧୫ ଜାତୀୟ ରାଜପଥର ନାରାୟଣ ପୋଷ କମାଣ୍ଡ ନିକଟର ଥିବା ଏକ ଅସ୍ଥାୟୀ ପୋଲ ଭାସିଯାଇଛି। ଗତକାଲି ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢ଼ି ଯାଇଥିଲା ଓ ଏଥିରେ ପୋଲଟି ଭାସି ଯାଇଥିଲା।

ଅସ୍ଥାୟୀ ପୋଲଟି ଭାସିଯିବାରୁ କଲଟା-କୋଇଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତାର ଦୁଇ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଟ୍ରକ୍‌ ଛିଡ଼ା ହୋଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପୁନଃନିର୍ମାଣ କାମ ଆରମ୍ଭ କରାଯାଇଥିଲେ ମଧ୍ୟ ବଢ଼ି ଜଳ ପ୍ରବାହିତ ହେଉଥିବାରୁ କାମ ହୋଇପାରୁନାହିଁ।

ସୂଚନାଯୋଗ୍ୟ, ଏଠାରେ ଏକ ସ୍ଥାୟୀ ପୋଲର ନିର୍ମାଣ ଚାଲିଛି। ତେବେ ଲକ୍‌ଡାଉନ୍ ଯୋଗୁ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story