ରେଳ ଲାଇନ୍‌ରେ ଫସିଗଲେ କାର୍‌ରେ ଥିବା ଡାକ୍ତରଙ୍କ ପରିବାର, ଧକ୍କା ଦେଲା ମାଲବାହୀ ଟ୍ରେନ୍

କୋରାପୁଟ(ଓଡ଼ିଶା ରିପୋର୍ଟର): ରେଳ ଲାଇନ୍ ମଝିରେ ଫସିଗଲା କାର୍‌। ନା ଆଗକୁ ଯାଇପାରିଲା, ନା ପଛକୁ ଆସିପାରିଲା। ଠିକ୍ ଏହି ସମୟରେ ଦୃତଗତିରେ ଆସୁଥିବା ମାଲବାହୀ ଟ୍ରେନ୍ ଜୋରରେ କାରକୁ ଧକ୍କା ଦେଲା। କାର୍‌ରେ ଥିବା ୩ ଜଣ ବ୍ୟକ୍ତି ଏହି କାର୍‌ରୁ ଓହ୍ଲାଇ ନ ପାରି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। କୋରାପୁଟର ଦାମାନଯୋଡି ଓ ବାଇଗୁଡା ରେଳ ଷ୍ଟେସନ ମଝି ତଥା କେଲାର ଗ୍ରାମ ନିକଟ ରେଳ ଫାଟକ ବିହିନ ଲେବେଲ କ୍ରସିଂ ଠାରେ ଏହି […]

accident

accident

Niranjan Mishra
  • Published: Sunday, 02 October 2022
  • Updated: 02 October 2022, 06:40 PM IST

Sports

Latest News

କୋରାପୁଟ(ଓଡ଼ିଶା ରିପୋର୍ଟର): ରେଳ ଲାଇନ୍ ମଝିରେ ଫସିଗଲା କାର୍‌। ନା ଆଗକୁ ଯାଇପାରିଲା, ନା ପଛକୁ ଆସିପାରିଲା। ଠିକ୍ ଏହି ସମୟରେ ଦୃତଗତିରେ ଆସୁଥିବା ମାଲବାହୀ ଟ୍ରେନ୍ ଜୋରରେ କାରକୁ ଧକ୍କା ଦେଲା। କାର୍‌ରେ ଥିବା ୩ ଜଣ ବ୍ୟକ୍ତି ଏହି କାର୍‌ରୁ ଓହ୍ଲାଇ ନ ପାରି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। କୋରାପୁଟର ଦାମାନଯୋଡି ଓ ବାଇଗୁଡା ରେଳ ଷ୍ଟେସନ ମଝି ତଥା କେଲାର ଗ୍ରାମ ନିକଟ ରେଳ ଫାଟକ ବିହିନ ଲେବେଲ କ୍ରସିଂ ଠାରେ ଏହି ଅଘଟଣ ଘଟିଛି।

ଗୁରୁତରମାନେ ସେମିଳିଗୁଡା ଅଂଚଳର ଜଣେ ଡାକ୍ତର ଓ ତାଙ୍କ ପରିବାର ଥିବା ଜଣାପଡ଼ିଛି। କିଣାଯାଇଥିବା ନୂଆ କାର୍‌ରେ ବସି ସେମାନେ ପୁଞ୍ଜିସିଲ ଜଳପ୍ରପାତକୁ ବୁଲିବାକୁ ଯାଇଥିଲେ। ଦୁର୍ଘଟଣା ଘଟିବା ପରେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଦାମାନଯୋଡି ସ୍ଥିତ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ଏତେ ଜୋର ଥିଲା ଯେ, କାର୍‌ଟି ପ୍ରାୟ ୫୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲା।

ରେଳ ଫାଟକ ବିହୀନ ଏହି ରାସ୍ତାରେ ରେଳ ଗେଟ୍ କିମ୍ବା ଓଭରବ୍ରିଜ୍ ନିର୍ମାଣ ନିମନ୍ତେ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରୁଥିଲେ ହେଁ ଏଥିପ୍ରତି ଦୃଷ୍ଟି ଦିଆ ନ ଯିବା ଏଭଳି ଅଘଟଣ ଘଟିବାର କାରଣ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପ୍ରଶାସନର ଦାୟିତ୍ୱହୀନତାରୁ ୩ଟି ଜୀବନ ବିପଦରେ ପଡ଼ିଥିବାରୁ ତୁରନ୍ତ ଏଠାରେ ବିକଳ୍ପ ସୁରକ୍ଷା ବ୍ୟବସ୍ଥା ନ କଲେ ଅନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏପଟେ ଦୁର୍ଘଟଣାର ଖବର ପାଇବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story