ଜଳିଗଲା ପାଉଡର ବୋଝେଇ ଟ୍ରକ୍‌

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇ ଟାଙ୍ଗିରି ନିକଟରେ ଏକ ପାଉଡର ବୋଝେଇ ଟ୍ରକ୍‌ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଟ୍ରକ୍‌ଟି କଲିକତାରୁ ମୁମ୍ବାଇ ଯାଉଥିଲା। ଆଜି ଭୋର ସମୟରେ ଟାଙ୍ଗିରି ନିକଟରେ ଟ୍ରକ୍‌ଟି ଜଳି ଯାଇଥିଲା। ସର୍ଟସର୍କିଟ୍‌ରୁ ଟ୍ରକ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀ ଓ ପୁଲିସ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

truck

truck

Jyoshna Pradhan
  • Published: Saturday, 15 December 2018
  • Updated: 15 December 2018, 10:04 AM IST

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇ ଟାଙ୍ଗିରି ନିକଟରେ ଏକ ପାଉଡର ବୋଝେଇ ଟ୍ରକ୍‌ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ଟ୍ରକ୍‌ଟି କଲିକତାରୁ ମୁମ୍ବାଇ ଯାଉଥିଲା। ଆଜି ଭୋର ସମୟରେ ଟାଙ୍ଗିରି ନିକଟରେ ଟ୍ରକ୍‌ଟି ଜଳି ଯାଇଥିଲା। ସର୍ଟସର୍କିଟ୍‌ରୁ ଟ୍ରକ୍‌ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀ ଓ ପୁଲିସ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story