ନିଷ୍ଠୁର ଜନ୍ମଦାତ୍ରୀ; ହାତ ଗୋଡ଼ ବାନ୍ଧି ୧୫ ମାସର ଛୁଆକୁ ମାରି ଚାଲିଲା ଗୋଇଠା

କୋଣାର୍କ(ସଞ୍ଜୟ ପତି): କୁହାଯାଏ, ଦୁନିଆରେ ମା’ଠୁ ଅଧିକ ନିଜର ବୋଲି କେହି ନାହିଁ। ପିଲା ଅଝଟ କଲେ ତାକୁ ବୁଝାଇ ମା’ କୋଳେଇ ନିଏ।  ମା’ ନିଜ ପଣତ କାନିରେ ଦେହ ଧୁଳି ଝାଡ଼ି ଦେଇ ଆଖିର ଲୁହ ପୋଛି ଦେଲେ ସବୁ କିଛି ତୁଚ୍ଛ ଲାଗେ। ହେଲେ ୧୦ ମାସ ଗର୍ଭରେ ରଖି ଜନ୍ମ ଦେବା ପରେ, ସେହି ମା’ ଯଦି ନିଜ ଛୁଆର ବଇରୀ ସାଜେ, ତାହା ଦୁନିଆର ସବୁଠୁ ବଡ଼ ଅବାସ୍ତବ ଲାଗିବ। […]

mother

mother

Niharika Rout
  • Published: Sunday, 16 August 2020
  • Updated: 16 August 2020, 02:53 PM IST

Sports

Latest News

କୋଣାର୍କ(ସଞ୍ଜୟ ପତି): କୁହାଯାଏ, ଦୁନିଆରେ ମା’ଠୁ ଅଧିକ ନିଜର ବୋଲି କେହି ନାହିଁ। ପିଲା ଅଝଟ କଲେ ତାକୁ ବୁଝାଇ ମା’ କୋଳେଇ ନିଏ।  ମା’ ନିଜ ପଣତ କାନିରେ ଦେହ ଧୁଳି ଝାଡ଼ି ଦେଇ ଆଖିର ଲୁହ ପୋଛି ଦେଲେ ସବୁ କିଛି ତୁଚ୍ଛ ଲାଗେ। ହେଲେ ୧୦ ମାସ ଗର୍ଭରେ ରଖି ଜନ୍ମ ଦେବା ପରେ, ସେହି ମା’ ଯଦି ନିଜ ଛୁଆର ବଇରୀ ସାଜେ, ତାହା ଦୁନିଆର ସବୁଠୁ ବଡ଼ ଅବାସ୍ତବ ଲାଗିବ। ହେଲେ ସାମାନ୍ୟ କଥାରେ ଯଦି ମା’ ନିଜ ୧୫ ମାସର ଛୁଆକୁ ଗୋଇଠା ମାରିବାକୁ ପଛାଏ ନାହିଁ, ତାହା ହେଲେ ସେ ମା’ର ପଦବାଚ୍ୟ କି ନୁହେଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ଏକ ଅବିଶ୍ୱସନୀୟ ଘଟଣାର ଭିଡିଓ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ସୋରଭା ପଞ୍ଚାୟତ ପାଇକସାହି ଗାଁରେ।

ସୂଚନା ଅନୁଯାୟୀ, ପାଇକସାହି ଗାଁର ଚକ୍ରଧର ନାୟକ ଭୁବନେଶ୍ୱରରେ ଏକ ଛୋଟ ବ୍ୟବସାୟ କରନ୍ତି। ଘରେ ତାଙ୍କର ବୁଢା ବାପା, ମା ,ପତ୍ନୀ ରୋଜାଲିନି ନାୟକ  ଓ ୧୫ ମାସର ପୁଅ ରହିଥାନ୍ତି। ପତ୍ନୀ ନିଜ ବୁଢା ବାପା ମା ଓ ପୁଅକୁ ନିର୍ଯାତନା ଦେଉଥିବା ନେଇ ଚକ୍ରଧର ଖବର ପାଇଥିଲେ ମଧ୍ୟ ଏହାକୁ ବିଶ୍ୱାସ କରିପାରିଲେ ନାହିଁ।

ଶେଷରେ ନିଜ ଶଙ୍କା ଦୂର କରିବା ପାଇଁ ଗାଁରେ ଥିବା ଦୁଇ ବଖରା ଚାଳ ଘରେ କିଛି ଦିନ ପୂର୍ବେ ୫ ଟି ସିସି କ୍ୟାମେରା ଲଗାଇଥିଲେ । ଏଥିସହ ନିଜ ପତ୍ନୀଙ୍କ ବିରୋଧରେ କୋଣାର୍କ ଜେଏମଏଫସିରେ ଅଭିଯୋଗ ମଧ୍ୟ କରିଥିଲେ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ  କୋର୍ଟ ପକ୍ଷରୁ ଗୋପ ପୁଲିସ୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଚକ୍ରଧର ଅଭିଯୋଗ କରିଛନ୍ତି। କିନ୍ତୁ ଏ ସଂକ୍ରାନ୍ତରେ କୋର୍ଟରୁ କୌଣସି ନିର୍ଦ୍ଦେଶନାମା ମିଳି ନ ଥିବା ଗୋପ ଥାନା ଆଇଆଇସି ସୁଧିର ସାହୁ କହିଛନ୍ତି।

ଅପରପକ୍ଷେ କିଛି ଦିନ ପୂର୍ବେ ଚକ୍ରଧର ଘରକୁ ଆସି ସିସିଟିଭି ଫୁଟେଜ ନେଇ ଯାଇଥିଲେ । ଏହାପରେ ଫୁଟେଜରେ ତାଙ୍କ ପତ୍ନୀ  ଏକ ମାତ୍ର ପୁଅକୁ  ଅତ୍ୟନ୍ତ ନିର୍ମମ ଭାବେ ମାଡ ମାରିଥିବା ଦେଖି ଭିଡ଼ିଓଟିକୁ ଭାଇରାଲ କରିଥିଲେ । ପତ୍ନୀ ପୁଅକୁ ତଳେ ଗଡ଼ାଇ ଗୋଇଠା ମାରୁଥିବା ବେଳେ ଦଉଡ଼ି ଆଣି ତା’ ଗୋଡ଼,  ହାତ ବାନ୍ଧିବାକୁ ମଧ୍ୟ ପଛାଇ ନ ଥିଲେ। ଏପରିକି ଛୁଆଟି ବିକଳରେ କାନ୍ଦୁଥିବା ବେଳେ ରୋଜାଲିନି ତାକୁ ଛାଡ଼ି ଚାଲି ଯାଇଥିଲେ। ପତ୍ନୀଙ୍କ ପାଖରେ ନିଜ ପୁଅକୁ ଛାଡ଼ିବାକୁ ସୁରକ୍ଷିତ ନ ମଣି ପୁଅକୁ ଉଦ୍ଧାର ସହ ପତ୍ନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚକ୍ରଧର।

ଅପରପକ୍ଷେ ଏ ନେଇ ଚକ୍ରଧରଙ୍କ ପତ୍ନୀ ରୋଜାଲିନି ସବୁ ଅଭିଯୋଗକୁ ଖଣ୍ଡନ କରିବା ସହ ସ୍ୱାମୀ ତାଙ୍କୁ ପଚାରୁନଥିବା ଓ ସବୁବେଳେ ସନ୍ଦେହ କରୁଥିବା ଅଭିଯୋଗ କରିଛନ୍ତି । ନିଜେ ଜନ୍ମ କଲା ଛୁଆକୁ କିପରି ମାରିବି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

ଏନେଇ ଗୋପ ଥାନା ଆଇଆଇସି ସୁଧିର ସାହୁଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଏନେଇ ପୂର୍ବରୁ କୌଣସି ଅଭିଯୋଗ ହୋଇ ନ ଥିବା କହିଛନ୍ତି। ଅଭିଯୋଗରେ ସତ୍ୟତା ଥିଲେ ଉକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଭିଡିଓ ଭାଇରାଲ ହେବା ପରେ  ଏକ ଟିମ୍‌ ପୁଲିସ୍‌, ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଓ CWC ଟିମ୍‌  ପାଇକସାହି ଗାଁକୁ ଯାଇ  ଉଭୟ ମା’, ଛୁଆଙ୍କୁ ଥାନାକୁ ଆଣିଥିବା ଜଣାଯାଇଛି।  ଅପରପକ୍ଷେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚକ୍ରଧରଙ୍କୁ ମଧ୍ୟ ଡକାଯାଇଥିବା ଆଇଆଇସି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story