ବୋହୂର ପାପ ଦେଖିଥିଲେ ଶ୍ୱଶୁର! ସେଥିପାଇଁ ମାରିଦେଲେ

ବାଲେଶ୍ୱର (ରଣଜିତ ପାକଳ): ବୋହୂର ପାପ ଦେଖିଥିଲେ ଶ୍ୱଶୁର! ସେଥିପାଇଁ ଶ୍ୱଶୁରଙ୍କୁ ଅତି ବୀଭତ୍ସ ଭାବେ ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ବୋହୂକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ପୂରା ଘଟଣା ଏମିତି। ରେମୁଣା ଥାନା ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁର ରଘୁନାଥ ଯେନା ତାଙ୍କ ବଡ଼ ପୁଅ ଓ ବୋହୂଙ୍କ ପାଖରେ ରହୁଥିଲେ। ଘରେ ପୁଅ ରହୁ […]

Balasore

Balasore

Manoranjan Sial
  • Published: Thursday, 14 April 2022
  • Updated: 14 April 2022, 10:00 PM IST

Sports

Latest News

ବାଲେଶ୍ୱର (ରଣଜିତ ପାକଳ): ବୋହୂର ପାପ ଦେଖିଥିଲେ ଶ୍ୱଶୁର! ସେଥିପାଇଁ ଶ୍ୱଶୁରଙ୍କୁ ଅତି ବୀଭତ୍ସ ଭାବେ ବୋହୂ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତ ବୋହୂକୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି।

ପୂରା ଘଟଣା ଏମିତି। ରେମୁଣା ଥାନା ବଡ଼ପାଳ ପଞ୍ଚାୟତର କାକବୋରାଇ ଗାଁର ରଘୁନାଥ ଯେନା ତାଙ୍କ ବଡ଼ ପୁଅ ଓ ବୋହୂଙ୍କ ପାଖରେ ରହୁଥିଲେ। ଘରେ ପୁଅ ରହୁ ନଥିବାର ସୁଯୋଗ ନେଇ ଜଣେ ଯୁବକ ତାଙ୍କ ଘରକୁ ନିୟମିତ ଆସୁଥିଲେ। ଏପରିକି ବଡ଼ ବୋହୂ ସହିତ ପାପ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା, ଯାହା ଶ୍ୱଶୁର ରଘୁନାଥ ଦେଖିଥିଲେ। ବୋହୂର ପାପକୁ ବିରୋଧ ମଧ୍ୟ କରୁଥିଲେ। କିନ୍ତୁ ବୋହୂ ତାଙ୍କୁ ଖାତିର କରୁ ନଥିଲା।

ଦୁଇ ଦିନ ତଳେ ରଘୁନାଥ ବଡ଼ ପୁଅକୁ ଡାକିଥିଲେ। ଆଉ କିଛି କଥା କହିବେ ବୋଲି କହିଥିଲେ। ଏକଥା ବଡ଼ ବୋହୂ ଶୁଣିଥିଲା। ନିଜ ପାପ ପେଡ଼ି ଖୋଲିଯିବା ଭୟରେ ବୁଧବାର ରାତିରେ ଭୟଙ୍କର ରୂପ ଧାରଣ କରିଥିଲା ସେ। ବିଳମ୍ୱିତ ରାତିରେ ଏକ ଧାରୁଆ ମାରଣାସ୍ତ୍ରରେ ଘର ବାରଣ୍ଡାରେ ଶୋଇଥିବା ଶ୍ୱଶୁରଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଥିଲା। ହତ୍ୟାକାଣ୍ଡ ଘଟାଇଲା ପରେ ସୁନା ପିଲାଟିଏ ପରି ନିଜ ଶୋଇବା ଘରେ ଶୋଇ ପଡ଼ିଥିଲା ବଡ଼ ବୋହୂ।

ଆଜି ଭୋରରୁ ରଘୁନାଥଙ୍କ ରକ୍ତାକ୍ତ ମୃତଦେହ ଦେଖି ସାହି ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ରେମୁଣା ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଗାଁରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରିଥିଲା। ପ୍ରାଥମିକ ଅନୁସନ୍ଧାନରୁ ପୁଲିସ୍‌ର ସନ୍ଦେହୀ ଆଖି ବଡ଼ ବୋହୂ ଉପରକୁ ଯାଇଥିଲା। ତେଣୁ ବଡ଼ ବୋହୂକୁ ଅଟକ ରଖି ଘନଘନ ଜେରା କରିଥିଲା। ପ୍ରଥମରୁ ମୁହଁ ଖୋଲୁନଥିବା ବଡ଼ ବୋହୂ ପରେ ଦୋଷ ସ୍ୱୀକାର କରିଥିଲା। ସେ ହତ୍ୟା କରିଥିବା ମାନିଥିଲା। ଅନ୍ୟ ଜଣେ ଯୁବକଙ୍କ ସହିତ ରଖିଥିବା ପାପ ସମ୍ପର୍କ ଶ୍ୱଶୁର ଦେଖିଥିବାରୁ ଧରାପଡ଼ିଯିବା ଭୟରେ ହତ୍ୟା କରିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଥିବା ଜଣାପଡ଼ିଛି। ଏହା ପରେ ପୁଲିସ ତାକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story