ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ମା’ପୁଅ ଗୁରୁତର

ଭଦ୍ରକ (ପାର୍ଥ ସାରଥୀ ନାୟକ): ଅଗ୍ନିକାଣ୍ଡ ବେଳେ ଗୁହାଳରୁ ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ଗଲେ ଜଣେ ମହିଳା ଓ ତାଙ୍କ ପୁଅ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ଗାଁରେ ଘଟିଛି ଏହି ଘଟଣା। ଗାଁର ପୁରସ୍ତମ ସାହୁଙ୍କ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଗୁହଳା ଘରକୁ ମଧ୍ୟ ବ୍ୟାପୀ ଯାଇଥିଲା। ସେତେବେଳେ ଗୁହାଳରେ ଗୋରୁମାନେ ଥିଲେ। ତେଣୁ ଗୋରୁ ମାନଙ୍କୁ […]

Cow

Cow

Jitendra Garnayak
  • Published: Wednesday, 08 September 2021
  • Updated: 08 September 2021, 09:18 AM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଅଗ୍ନିକାଣ୍ଡ ବେଳେ ଗୁହାଳରୁ ଗୋରୁଙ୍କୁ ବଞ୍ଚାଇବାକୁ ଯାଇ ପୋଡ଼ି ଗଲେ ଜଣେ ମହିଳା ଓ ତାଙ୍କ ପୁଅ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ରାମେଶ୍ୱରପୁର ଗାଁରେ ଘଟିଛି ଏହି ଘଟଣା।

ଗାଁର ପୁରସ୍ତମ ସାହୁଙ୍କ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଗୁହଳା ଘରକୁ ମଧ୍ୟ ବ୍ୟାପୀ ଯାଇଥିଲା। ସେତେବେଳେ ଗୁହାଳରେ ଗୋରୁମାନେ ଥିଲେ। ତେଣୁ ଗୋରୁ ମାନଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ଯାଇଥିଲେ ପୁରସ୍ତମଙ୍କ ପତ୍ନୀ ମନୋରମା ଓ ପୁଅ ହୃଦାନନ୍ଦ ସାହୁ। ସେମାନେ ଗୁହାଳରେ ଗୋରୁ ମାନଙ୍କୁ ପଘାରୁ ଖୋଲୁ ଥିବା ବେଳେ ସେମାନଙ୍କ ଉପରେ ନିଆଁ ଝୁଲ ପଡ଼ି ଯାଇଥିଲା।

ନିଆଁରେ ପୋଡ଼ି ଯାଇଥିବା ମା’ ଓ ପୁଅଙ୍କୁ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story