ବଜ୍ରପାତରେ ଆଖି ବୁଜିଲେ ମା’ପୁଅ

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଥାନା ରନ୍ତଲେଇ ଗାଁ ନିକଟରେ ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅର ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଭଇନା ବାଲାନାଥ (୪୦)। ତାଙ୍କ ପୁଅ ନାଁ ନନ୍ଦୁ ବାଲାନାଥ(୧୦)। ସେମାନଙ୍କ ଘର ମହାରାଷ୍ଟ୍ରର ନାଗପୁରର ଉଦାଶା ମାନ୍ଧିନଗରରେ ବୋଲି ଜଣାପଡ଼ିଛି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି। ସେମାନେ ଯାଯାବର ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ପୂର୍ବରୁ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଅନୁଗୋଳ ଥାନାରେ […]

deadbody

deadbody

Jyoshna Pradhan
  • Published: Friday, 21 June 2019
  • Updated: 21 June 2019, 01:14 PM IST

Sports

Latest News

ଅନୁଗୋଳ(ବିରଜା ଦାସ): ଅନୁଗୋଳ ଥାନା ରନ୍ତଲେଇ ଗାଁ ନିକଟରେ ବଜ୍ରପାତରେ ଜଣେ ମହିଳା ଓ ତାଙ୍କ ପୁଅର ମୃତ୍ୟୁ ହୋଇଛି।

ମୃତ ମହିଳାଙ୍କ ନାଁ ଭଇନା ବାଲାନାଥ (୪୦)। ତାଙ୍କ ପୁଅ ନାଁ ନନ୍ଦୁ ବାଲାନାଥ(୧୦)। ସେମାନଙ୍କ ଘର ମହାରାଷ୍ଟ୍ରର ନାଗପୁରର ଉଦାଶା ମାନ୍ଧିନଗରରେ ବୋଲି ଜଣାପଡ଼ିଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏହି ଘଟଣା ଘଟିଛି। ସେମାନେ ଯାଯାବର ସମ୍ପ୍ରଦାୟର ବୋଲି ଜଣାପଡ଼ିଛି। ପୂର୍ବରୁ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା।

ଏନେଇ ଅନୁଗୋଳ ଥାନାରେ ଅଭିଯୋଗ ହୋଇ ନଥିବା ବେଳେ ତମ୍ୱୁ ଭିତରେ ଉଭୟଙ୍କ ମୃତଦେହ ପଡ଼ି ରହିଛି।

ଏନେଇ ସେମାନଙ୍କର ଜଣେ ସମ୍ପର୍କୀୟ କହିଛନ୍ତି,“ଗତକାଲି ରାତି ପ୍ରାୟ ସାଢେ ନଅରୁ ଦଶ ମଧ୍ୟରେ ବର୍ଷା ହୋଇଥିଲା। ଏହି ସମୟରେ ଭଇନା ରୋଷେଇ ସାରି ତମ୍ୱୁ ଭିତରେ ଖାଇବାକୁ ଯାଉଥିଲେ। ସେତିକି ବେଳେ ବଜ୍ରପାତ ହୋଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story